ଅଧିକ ପଢନ୍ତୁ ଓଡ଼ିଶା ଖବର
ନୂଆ ସଂସଦ ଭବନ ଗୋଟେ ଭଲ କାର୍ଯ୍ୟକ୍ରମ ହୋଇଛି ତେଣୁ ମୁଖ୍ୟମନ୍ତ୍ରୀ ସମର୍ଥନ ଦେବା ପାଇଁ ଘୋଷଣା କରିଛନ୍ତି । ଆମର ସମସ୍ତ ସାଂସଦ ଯାଇକି କାର୍ଯ୍ୟକ୍ରମରେ ଭାଗ ନେବେ । ଅନ୍ୟ ବିରୋଧୀ ମାନେ ବି ଏହାକୁ ନେଇ ପୁଣି ଥରେ ବିଚାର କରିବାର ଆବଶ୍ୟକତା ରହିଛି । ଅନ୍ୟ ଦଳ ମାନେ ଆରୋପ ପ୍ରତ୍ୟାରୋପ ରାଜନୀତି କରନ୍ତି । ଆମେ ସବୁବେଳେ କେନ୍ଦ୍ରକୁ ପ୍ରସଙ୍ଗ ଭିତିକ ସମର୍ଥନ ଦେଇଛୁ । କଂଗ୍ରେସ ଯେଉଁ ଅଭିଯୋଗ ଆଣୁଚି ତାହା ମିଥ୍ୟା ।