Be the first to know any news. You will get latest stories and video updates through the day. You can turn them off anytime.
To view this video please enable JavaScript, and consider upgrading to a web browser that supports HTML5 video
ଅଗ୍ନିବୀର ଆଶାୟୀଙ୍କୁ ଭେଟିଲେ, ନିଜେ ସ୍କୁଟି ଚଲାଇ ସମ୍ବଲପୁର ସହର ପରିଭ୍ରମଣ କଲେ
ପିଜି କାଉନ୍ସିଲ୍ ଅଧ୍ୟକ୍ଷାଙ୍କୁ ଦୁର୍ବ୍ୟବହାର କରି ସହକାରୀ ପ୍ରଫେସର ନିଲମ୍ବିତ
ସମ୍ବଲପୁର: ସାମାଜିକ ଗଣମାଧ୍ୟମ ରେ ପିଜି କାଉନ୍‌ସିଲ୍ ଅଧ୍ୟକ୍ଷାଙ୍କ ସମ୍ପର୍କରେ ଦୁର୍ବ୍ୟବହାର ଜନିତ ପୋଷ୍ଟ କରି ନିଲମ୍ବିତ ହେଲେ ସହକାରୀ ପ୍ରଫେସର । ସମ୍ବଲପୁର ବିଶ୍ୱବିଦ୍ୟାଳୟ ରାଜନୀତି ବିଜ୍ଞାନ ବିଭାଗର ସହକାରୀ ପ୍ରଫେସର ଡ. ରଜତ କୁଜୁରଙ୍କୁ ଚାକିରୀରୁ ନିଲମ୍ବିତ କରିଛନ୍ତି ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ । ଡ. କୁଜୁର ସାମାଜିକ ଗଣମଧ୍ୟମରେ ବିଶ୍ୱବିଦ୍ୟାଳୟ ପିଜ
21 ରୁ 24 ଯାଏଁ ସାମୟିକ ଆଶ୍ୱସ୍ତି; 25 ରୁ ପୁଣି ବଢିବ ତାତି
ଭୁବନେଶ୍ୱର: ପ୍ରଚଣ୍ଡ ଗରମ, ଅସମ୍ଭାଳ ତାତିରେ ଛଟପଟ ସାରା ଓଡ଼ିଶା । ଗତକାଲି ରାଜ୍ୟରେ 10ଟି ସହରରେ 43 ଡିଗ୍ରୀ ଛୁଇଁଛି ତାପମାତ୍ରା । ମୋଟ ୩୨ଟି ସହରରେ ୪୦ ଡିଗ୍ରୀ ଡେଇଁଛି ପାରଦ । ୪୪.୩ ଡିଗ୍ରୀ ସହ ବୌଦ୍ଧ ସବୁଠାରୁ ଉତ୍ତପ୍ତ ସହର ହୋଇଛି । ଭୁବନେଶ୍ବରରେ ୪୧.୩ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଥିଲା । ପାଣିପାଗ ବିଭାଗର ଆକଳନ ଅନୁଯାୟୀ ଆହୁରି 2 ଦିନ ଯାଏଁ ଜାରି ରହିବ ଗ୍ରାଷ୍ମ ଲହର