କୋରୋନା ବିରୁଦ୍ଧ ଲଢେଇରେ ବିଜୟର ମୋଦି ମନ୍ତ୍ର
ଭୁବନେଶ୍ଵର: ପଞ୍ଜାବ ସରକାର ରାତି 9 ଟାରୁ 5 ଟା ପର୍ଯ୍ୟନ୍ତ ସମଗ୍ର ରାଜ୍ୟରେ ନାଇଟ କର୍ଫ୍ୟୁ ଲାଗୁ କରିଛନ୍ତି। ଏପ୍ରିଲ 30 ପର୍ଯ୍ୟନ୍ତ ରାତ୍ରି କର୍ଫ୍ୟୁ ଲାଗୁ କରିବା ସହିତ ରାଜ୍ୟରେ ରାଜନୈତିକ ସମାବେଶକୁ ମଧ୍ୟ ନିଷିଦ୍ଧ କରିଛନ୍ତି।
ରାଜଧାନୀ ଦିଲ୍ଲୀରେ ମଧ୍ୟ ନାଇଟ କର୍ଫ୍ୟୁ ଲାଗୁ ହୋଇଛି। ଓଡିଶାର 10 ଟି ଜିଲ୍ଲାରେ ମଧ୍ୟ ନାଇଟ କର୍ଫ୍ୟୁ ଜାରି ହୋଇଛି।