ଫେବୃଆରୀ ପହିଲାରେ ସାଧାରଣ ବଜେଟ୍ ଆଗତ କରିପାରନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ପୂର୍ବରୁ ପ୍ରଧାନମନ୍ତ୍ରୀ ମଧ୍ୟ ଅନେକ ଉଦ୍ୟୋଗପତିଙ୍କ ସିଇଓ ମାନଙ୍କ ସହିତ ବୈଠକ କରିଥିଲେ । କରୋନା ସଙ୍କଟ ମଧ୍ୟରେ ଉପୁଜିଥିବା ଆର୍ଥିକ ସମସ୍ୟା ବଡ ଚ୍ୟାଲେଞ୍ଜ ପାଲଟିଥିବାବେଳେ ଆଗାମୀ ବଜେଟ ବ୍ୟୟ ଅଟକଳ ଆହୁରୀ ଚ୍ୟାଲେଞ୍ଜିଂ ହୋଇପାରେ ।
2022-23 ପାଇଁ ସମସ୍ତ ରାଜ୍ୟ ଅର୍ଥମନ୍ତ୍ରୀଙ୍କ ସହ ପ୍ରାକ ବଜେଟ୍ ବୈଠକ କଲେ ଅର୍ଥମନ୍ତ୍ରୀ
ଅର୍ଗସ ବ୍ୟୁରୋ: 2022-23 ବଜେଟ୍ ପାଇଁ ଅର୍ଥମନ୍ତ୍ରୀଙ୍କ ପ୍ରସ୍ତୁତି । ନୂଆଦିଲ୍ଲୀ ବିଜ୍ଞାନ ଭବନରେ ବୈଠକ ଅନୁଷ୍ଠିତ ହୋଇଛି । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଦେଶର ସମସ୍ତ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ସହ ପ୍ରାକ୍ ବଜେଟ ବୈଠକ କରିଛନ୍ତି । ବୈଠକରେ ଅର୍ଥମନ୍ତ୍ରାଳୟର ବରିଷ୍ଠ ଅଧିକାରୀ ଏବଂ ସମସ୍ତ ରାଜ୍ୟର ଅର୍ଥମନ୍ତ୍ରୀମାନେ ମଧ୍ୟ ସାମିଲ ଅଛନ୍ତି ।
ଟ୍ରେନ ଦୁର୍ଘଟଣାରୁ ବଞ୍ଚିଲେ ଚାରି ହାତୀ

ଅର୍ଗସ ବ୍ୟୁରୋ : ନିଶ୍ଚିତ ମରଣ ମୁହଁରୁ ସୁତେ ସୁତେରେ ବଞ୍ଚିଲେ ଚାରି ହାତୀ । ଢ଼େଙ୍କାନାଳ ମେରାମୁଣ୍ଡଳି ସେକ୍ସନ ହଳଦିଆବାହଳ ନିକଟରେ ହାତୀ ଗୁଡ଼ିକ ଟ୍ରେନ ଲାଇନ୍ ପାର ହେଉଥିବା ବେଳେ ଏକ ମାଲବାହୀ ଟ୍ରେନ ଆସିଥିଲା । ଟ୍ରେନ ଚାଲକ ହାତୀ ଗୁଡ଼ିକୁ ଦୂରରୁ ଲାଇନ୍ ପାର ହେଉଥିବାର ଦେଖି ଟ୍ରେନର ଗତିକୁ କମାଇ ଥିଲେ । ମାତ୍ର ଟ୍ରେନଟି ସମ୍ପୂର୍ଣ ଭାବରେ ଅଟକି ନଥିଲା । ହାତ
Download Argus News App
