ଅଧିକ ପଢନ୍ତୁ : ଆଜି ଆଇପିଏଲର ଗୋଟିଏ ଦିନରେ ଦୁଇଟି ମ୍ୟାଚ୍
ପ୍ରଭସିମରନ ସିଂ ୨୩ ରନ କରିଥିବାବେଳେ ଧଓ୍ବନ ୪୦ ରନ କରିଥିଲେ । କିନ୍ତୁ ଭାନୁକା ରାଜପକ୍ଷେ ସର୍ବାଧିକ ୫୦ ରନ କରିଥିଲେ । ସେହିପରି ଜିତେଶ ଶର୍ମା ୨୧ରନ ଓ ସିକନ୍ଦର ରାଜା ୧୬ରନ ଓ ସାମ କୁରାନ ୨୬ରନ କରିଥିଲେ । ଫଳରେ ଦଳ ୨୦ ଓଭରରେ ୧୯୧ରନ ଛୁଇଁପାରିଥିଲା । କୋଲକାତା ପକ୍ଷରୁ ଟିମ ସାଉଦି ୨ଟି ଓ୍ବିକେଟ ନେଇଥିବାବେଳେ ଉମେଶ ଯାଦବ, ସୁନୀଲ ନାରିନ ଓ ବରୁଣ ଚକ୍ରବର୍ତ୍ତୀ ଗୋଟିଏ ଲେଖାଏଁ ଓ୍ବିକେଟ ନେଇଥିଲେ ।
କ୍ରୀଡ଼ା ଖବର ଆହୁରି ପଢନ୍ତୁ