ତାଜା
ଟ୍ରେଣ୍ଡିଂ
ଲାଇଭ୍ ଟିଭି
Latest news
ଲଗଇନ
User
ସାଇନ୍ ଆଉଟ୍
ତାଜା
ଟ୍ରେଣ୍ଡିଂ
ଲାଇଭ୍ ଟିଭି
Login to participate in Argus
Login with Phone
Enter your 10 digit mobile number to receive an OTP
+91
Submit
 
Enter OTP received on your phone
Change number
Resend
Login
 
Tell us a little more about yourself
 
Gender
Male
Female
Others
 
Enter
>
Logged out successfully!
କରୋନା ସଙ୍କଟ: ଚଳିତବର୍ଷ ଅମରନାଥ ଯାତ୍ରା ବାତିଲ
TOPICS
ଓଡ଼ିଶା
ଭାରତ
ବିଦେଶ
ରାଜନୀତି
ଅର୍ଥନୀତି
କୃଷି ଓ କୃଷକ
ଶିିକ୍ଷା ଓ ନିଯୁକ୍ତି
ଜୀବନ ଶୈଳୀ
କ୍ରୀଡ଼ା
ମନୋରଞ୍ଜନ
ଧର୍ମ ଓ ସଂସ୍କୃତି
ଅପରାଧ
ସ୍ଵାସ୍ଥ୍ୟ
ମହିଳା ସଶକ୍ତିକରଣ
ଯୁବ
ଅ।ଦିବାସୀ
ପ୍ରାକୃତିକ ସମ୍ପଦ
ରୋଷେଇ
ପର୍ଯ୍ୟଟନ
ପ୍ରାକୃତିକ ଦୁର୍ବିପାକ
ଟେକ୍ନୋଲୋଜି
କରୋନା ସଙ୍କଟ: ଚଳିତବର୍ଷ ଅମରନାଥ ଯାତ୍ରା ବାତିଲ
by Aryan Cross
Tue, Jul 21 | 6:14 p.m.
Share story
ନୂଆଦିଲ୍ଲୀ: କରୋନା ମହାମାରୀ ପାଇଁ ସବୁ କ୍ଷେତ୍ର ପ୍ରଭାବିତ ହୋଇଛି । ଦେଶର ଅର୍ଥନୀତିଠୁ ଆରମ୍ଭ କରି ବିଭିନ୍ନ ତୀର୍ଥକ୍ଷେତ୍ରରେ କରୋନା ପ୍ରଭାବ ପଡ଼ିଛି । ଦେଶର ବିଭିନ୍ନ ତୀର୍ଥସ୍ଥାନ ଶ୍ରଦ୍ଧାଳୁଙ୍କ ପାଇ ବନ୍ଦ ରହିଛି । ବହୁ କଟକଣା ଭିତରେ ମନ୍ଦିରର ରୀତିନୀତି ହେଉଛି । ଏହାରି ଭିତରେ ପୁଣି ଭକ୍ତଙ୍କ ପାଇଁ ଆସିଛି ଦୁଃଖ ଖବର । ଏଥର ହେବନି ବହୁ ପ୍ରତିଷ୍ଠିତ ଅମରନାଥ ଯାତ୍ରା । କରୋନା କବଜାରେ ସାରା ଦେଶ । ଶିକ୍ଷାନୁଷ୍ଠାନ ସହ ସମସ୍ତ ମନ୍ଦିର ଯାତ୍ରାକୁ ବନ୍ଦ କରାଯାଉଛି । ଏହାରି ମଧ୍ୟରେ କରୋନା ପାଇଁ ଏବର୍ଷର ପ୍ରସିଦ୍ଧ ଅମରନାଥ ଯାତ୍ରା ବାତିଲ କରାଯାଇଛି । ଜମ୍ମୁ ଓ କାଶ୍ମୀର ଉପରାଜ୍ୟପାଳ ଗିରୀଶ ଚନ୍ଦ୍ର ମୁର୍ମୁ ନିଷ୍ପତ୍ତି ନେଇଛନ୍ତି । ଉପରାଜ୍ୟପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ବୈଠକ ପରେ ଏପରି ନିଷ୍ପତ୍ତି ହୋଇଛି । ତେବେ ଏନେଇ ଜାତୀୟ ଗଣମାଧ୍ୟରେ ଖବର ପ୍ରକାଶ ପାଇଛି ।
ଅର୍ଗସ ନ୍ୟୁଜରେ ନିଯୁକ୍ତି ସୁଯୋଗ !
ଉଚ୍ଚାଭିଳାଷୀ ପେଷାଦର ଆବଶ୍ୟକ।
ଆବେଦନ କରନ୍ତୁ
ବିଶାଳ ଲକ୍ଷ୍ୟର ପିଛା କରୁଛି ରାଜସ୍ଥାନ ରୟାଲସ
by Manini Pattanayak
Tue, Oct 06 | 9:43 p.m.
ଅର୍ଗସ ବ୍ୟୁରୋ: ମୁମ୍ବାଇ ଇଣ୍ଡିଆନ୍ସ ରାଜସ୍ଥାନ ରୟାଲସ ସମ୍ମୁଖରେ 194 ରନର ବିଶାଳ ବିଜୟ ଲକ୍ଷ୍ୟ ରଖିଛି। ଦଳ ପକ୍ଷରୁ ସୂର୍ୟ କୁମାର ଯାଦବ 47 ବଲରୁ ଦ୍ରୁତ 79 ରନ ସଂଗ୍ରହ କରିଥିଲେ। ମୁମ୍ବାଇ ଇଂନିସର ଶେଷ ଓଭର ଆଡକୁ ହାର୍ଦ୍ଦିକ ପାଣ୍ଡ୍ୟା 19 ବଲରୁ 30ରନ ସଂଗ୍ରହ କରିଥିଲେ। ରାଜସ୍ଥାନ ବିଶାଳ ଲକ୍ଷ୍ୟର ପିଛା କରୁଛି। ପ୍ରଥମରୁ ଦଳର ଉଇକେଟର ପତ
ସଂପୂର୍ଣ୍ଣ ଷ୍ଟୋରି ପଢନ୍ତୁ
ରାଜ୍ୟରେ ପ୍ରାକ୍-ଶୈଶବ ଶିକ୍ଷାକ୍ଷେତ୍ରରେ ଉଲ୍ଲେଖନୀୟ ଅଭିବୃଦ୍ଧି - ସୂଚନା ଓ ଲୋକ ସମ୍ପର୍କ ବିଭାଗ
by Manini Pattanayak
Tue, Oct 06 | 9:12 p.m.
ଭୂବନେଶ୍ଵର: ରାଜ୍ୟରେ ପ୍ରାକ୍-ଶୈଶବ ଶିକ୍ଷାକ୍ଷେତ୍ରରେ ଉଲ୍ଲେଖନୀୟ ଅଭିବୃଦ୍ଧି ପରିଲକ୍ଷିତ ହୋଇଛି। ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଏକ ପ୍ରେସ୍ ବିଜ୍ଞପ୍ତିରେ ଏନେଇ ସୂଚନା ଦିଆଯାଇଛି। ମହିଳା ଓ ଶିଶୁବିକାଶ ଏବଂ ମିଶନ ଶକ୍ତି ବିଭାଗ ତରଫରୁ ରାଜ୍ୟରେ ମାତୃଭାଷାଭିତ୍ତିକ ପ୍ରାକଶିକ୍ଷା ଏବଂ ପିତାମାତା ଯୁକ୍ତ କାର୍ଯ୍ୟକ୍ରମ ଜରିଆରେ ଶିଶୁମାନଙ୍କ ପ୍ରାକ୍-ଶୈଶବ ଶିକ୍ଷା
ସଂପୂର୍ଣ୍ଣ ଷ୍ଟୋରି ପଢନ୍ତୁ
ଓଡିଶା ଶିକ୍ଷା ଜଗତ ପାଇଁ କଳା ଦିବସ : ଏବିଭିପି
by Manini Pattanayak
Tue, Oct 06 | 7:32 p.m.
ଭୁବନେଶ୍ୱର: ଓଡିଶା ଶିକ୍ଷା ଜଗତ ପାଇଁ କଳାଦିବସ ବୋଲି ଏବିଭିପି ମନ୍ତବ୍ୟ ଦେଇଛି। ଏବିଭିପି କହିଛି ଯେ ଓଡିଶାର ସମସ୍ତ ଶିକ୍ଷିତ ସମାଜ ଓ ସାଧାରଣ ଓଡିଆଙ୍କ ବିରୋଧ ସତ୍ତ୍ଵେ ରାଜ୍ୟ ସରକାର ଆଜି ବିଧାନସଭାରେ ଓଡିଶା ବିଶ୍ୱବିଦ୍ୟାଳୟ ଅଧିନିୟମ ଆଇନ୍ ପାସ୍ କରିଛନ୍ତି । ଏହି ନିୟମ ଦ୍ୱାରା ବିଶ୍ୱବିଦ୍ୟାଳୟର ସ୍ୱାୟତ ଏବଂ ସ୍ୱତନ୍ତ୍ରତା କ୍ଷୁର୍ଣ୍ଣ ହେବାକୁ ଯାଉଛି ବୋଲ
ସଂପୂର୍ଣ୍ଣ ଷ୍ଟୋରି ପଢନ୍ତୁ
ଟସ୍ ଜିତି ବ୍ୟାଟିଙ୍ଗ କରିବାକୁ ନିଷ୍ପତି ନେଲା ମୁମ୍ବାଇ
by Manini Pattanayak
Tue, Oct 06 | 7:05 p.m.
ଅର୍ଗସ ବ୍ୟୁରୋ: ଟସ୍ ଜିତି ବ୍ୟାଟିଙ୍ଗ କରିବାକୁ ନିଷ୍ପତି ନେଲା ମୁମ୍ବାଇ । ମୁମ୍ବାଇ ଓ ରାଜସ୍ଥାନ ମଧ୍ୟରେ ଖେଳାଯିବାକୁ ଥିବା ଏହି ମ୍ୟାଚ ବେଶ ସଂଘର୍ଷପୂର୍ଣ୍ଣ ହେବ ବୋଲି କୁହାଯାଉଛି। ଦୁଇଟି ଯାକ ଦଳରେ ଷ୍ଟାର ଖେଳାଳି ଥିବାବେଳେ ଅନେକ ମ୍ୟାଚ୍ ବିଜେତା ମଧ୍ୟ ସାମିଲ ଅଛନ୍ତି। ବିଶେଷକରି ରାଜସ୍ଥାନ ପଟେ ଷ୍ଟିଭ୍ ସ୍ମିଥ୍, ସଞ୍ଜୁ ସାମସନଙ୍କ ପରି ଖେଳାଳି ଥିବାବେଳେ ମୁମ୍ବା
ସଂପୂର୍ଣ୍ଣ ଷ୍ଟୋରି ପଢନ୍ତୁ
ରାଜସ୍ୱ କ୍ଷତିପୂରଣ ବାବଦରେ ରାଜ୍ୟ ଗୁଡିକୁ କେନ୍ଦ୍ରର ୨୦ ହଜାର କୋଟି ଜାରି ପ୍ରସଙ୍ଗ, ଧନ୍ୟବାଦ ଜଣାଇଲେ ଧର୍ମେନ୍ଦ୍ର
by Rasmita Pradhan
Tue, Oct 06 | 6:16 p.m.
ଭୁବନେଶ୍ୱର – ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ରାଜ୍ୟ ଗୁଡ଼ିକୁ ରାଜସ୍ୱ କ୍ଷତିପୂରଣ ବାବଦରେ ୨୦ ହଜାର କୋଟି ଟଙ୍କା ଜାରି କରିବା ଭଳି ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନେଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଧନ୍ୟବାଦ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେହିପରି ୨୦୧୮-୧୯ ଆର୍ଥିକ ବର୍ଷର ସମନ୍ୱି
ସଂପୂର୍ଣ୍ଣ ଷ୍ଟୋରି ପଢନ୍ତୁ
କେଶ କଳା କରିବାର ପ୍ରାକୃତିକ ଉପାୟ
by Bismita Dash
Tue, Oct 06 | 6:09 p.m.
ଅର୍ଗସ୍ ବ୍ୟୁରୋ :ବର୍ତମାନ ସମୟରେ କେଶ ସମ୍ପର୍କୀତ ସମସ୍ୟା ଏକ ବଡ଼ ଚିନ୍ତାର କାରଣ ପାଲଟିଛି । ବ୍ୟସ୍ତ ବହୁଳ ଜୀବନ ଭିତରେ ଅନେକ ଠିକ୍ ଭାବେ ନିଜ କେଶର ଯତ୍ନ ନେଇ ପାରିନଥାନ୍ତି । କେବଳ ବୟସ୍କ ବ୍ୟକ୍ତି ନୁହଁନ୍ତି ଏବେ ଅନେକ କମ୍ ବୟସର ପିଲାଙ୍କର ମଧ୍ୟ କେଶ ସମସ୍ୟା ଦେଖାଯାଉଛି । ଯେପରିକି କେଶ ଝଡିବା ସହିତ କେଶ ଧଳା ହୋଇଯିବା ପରି ଅନେକ ସମସ୍ୟା । କେଶ ଧଳାପଡିଯିବା ଏବ
ସଂପୂର୍ଣ୍ଣ ଷ୍ଟୋରି ପଢନ୍ତୁ
Argus News App
Get the app for latest videos, live
videos & exclusive programs.
OPEN APP
RECOMMENDED FOR YOU
ବ୍ରହ୍ମପୁରରେ ଦୁର୍ଗାପୂଜା ପାଇଁ ଗାଇଡଲାଇନ ଜାରି
୬ ମାସ ପରେ ଭାଇଜାନ୍
ପଦାର୍ଥ ବିଜ୍ଞାନରେ ୩ଜଣଙ୍କୁ ନୋବେଲ
ଗ୍ୟାସ ଭିତିଭୂମିରେ ୪ ଲକ୍ଷ କୋଟି ପୁଞ୍ଜିନିବେଶ ହେଉଛି - ଧର୍ମେନ୍ଦ୍ର ପ୍ରଧାନ
ରାଜ୍ୟରେ ସ୍କୁଲ ଖୋଲିବା ନେଇ ଅକ୍ଟୋବର ଶେଷ ସପ୍ତାହରେ ନିଷ୍ପତି
ଏମିତି ଝିଅକୁ ବାହା ହୁଅନ୍ତି
୪ ବର୍ଷରେ ଓଡିଶାକୁ ପୋଷଣୀୟ କୃଷି ପାଇଁ କେନ୍ଦ୍ର ଦେଇଛି ୭.୭୫ କୋଟି-ଧର୍ମେନ୍ଦ୍ର ପ୍ରଧାନ
LATEST VIDEOS
National News
ଟିଏମସିରେ ରହି ମୁଁ ପାପ କରିଛି
Odisha News
ଧବଳେଶ୍ବରଙ୍କ ପୀଠରେ ଜାରି ହେଲା 144 ଧାରା
Odisha News
ବିଜେପିର METROMAN ମାଷ୍ଟରଷ୍ଟ୍ରୋକ୍
Odisha News
କିଷାନ ପଲିଟିକ୍ସରେ ନୂଆ ଟୁଇଷ୍ଟ
TOPICS
ଓଡ଼ିଶା
ଭାରତ
ବିଦେଶ
ରାଜନୀତି
ଅର୍ଥନୀତି
କୃଷି ଓ କୃଷକ
ଶିିକ୍ଷା ଓ ନିଯୁକ୍ତି
ଜୀବନ ଶୈଳୀ
କ୍ରୀଡ଼ା
ମନୋରଞ୍ଜନ
ଧର୍ମ ଓ ସଂସ୍କୃତି
ଅପରାଧ
ସ୍ଵାସ୍ଥ୍ୟ
ମହିଳା ସଶକ୍ତିକରଣ
ଯୁବ
ଅ।ଦିବାସୀ
ପ୍ରାକୃତିକ ସମ୍ପଦ
ରୋଷେଇ
ପର୍ଯ୍ୟଟନ
ପ୍ରାକୃତିକ ଦୁର୍ବିପାକ
ଟେକ୍ନୋଲୋଜି