ଅଧିକ ପଢନ୍ତୁ : ଆକ୍ସନ ମୁଡ୍ ରେ ପଞ୍ଜାବ ସରକାର
ଏହି କାର୍ଯ୍ୟକ୍ରମରେ ଏନଏସଜି କମାଣ୍ଡୋଙ୍କ ଦକ୍ଷତା ଦେଖିବ ବିଶ୍ବ । ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ରରେ ସଜ୍ଜିତ କମାଣ୍ଡୋ ଏହି ପ୍ରତିଯୋଗିତାରେ ନିଜର କୌଶଳ ଦେଖାଇବେ । ଆତଙ୍କବାଦୀଙ୍କ କବଳରୁ ଲୋକଙ୍କୁ ଉଦ୍ଧାର କରିବା ହେଉ କିମ୍ବା କୌଣସି ଅପରେସନ, ଏହି ପ୍ରତିଯୋଗିତାରେ ନିଜ ଦକ୍ଷତା ଓ କୌଶଳର ପ୍ରଦର୍ଶନ କରିବେ ଏନଏସଜି କମାଣ୍ଡୋ ।