ନୂଆଁଖାଇ ଜୁହାର କହି ସମସ୍ତଙ୍କର ମଙ୍ଗଳ ହେଉ ବୋଲି କାମନା କରିଛନ୍ତି। ଏକ ଭିଡିଓ ମାଧ୍ୟମରେ ଟ୍ୱିଟ କରି ଶୁଭେଚ୍ଛା ଜଣାଇଛନ୍ତି ଧର୍ମେନ୍ଦ୍ର। ନୂଆଁଖାଇ ଅବସରରେ ପରମ ଆରାଧ୍ୟ ମା ସମଲେଶ୍ୱରୀ, ମା ପାଟଳେଶ୍ୱରୀ, ମା ମାଣିକେଶ୍ୱରୀ, ମା ଶୁରେଶ୍ୱରୀ, ମା ରାମଚଣ୍ଡୀ, ମା ଶିଖରବାସୀନିଙ୍କ ପାଦତଳେ ଭକ୍ତିଭରା ପ୍ରଣାମ ଜଣାଉଛି ବୋଲି କହିଛନ୍ତି ଧର୍ମେନ୍ଦ୍ର ପ୍ରଧାନ।
ନୂଆଁଖାଇ ଜୁହାର୍ #NuakhaiJuhar ?? pic.twitter.com/Xxt1mpZksO — Dharmendra Pradhan (@dpradhanbjp) September 11, 2021