ତେବେ ଗାଡିର ଡ୍ରାଇଭର ଅଧାବାଟରେ ପର୍ଯ୍ୟଟକମାନଙ୍କ ଆସବାବପତ୍ର ଫୋପାଡିଦେବା ସହିତ ସେମାନଙ୍କୁ ଛାଡି ପଳାଇଥିବା ଦେଖିବାକୁ ମିଳିଛି । ଫସି ରହିଥିବା ପର୍ଯ୍ୟଟକମାନେ ସ୍ଥାନୀୟ ପୋଲିସ ପ୍ରଶାସନ ସହ ଯୋଗାଯୋଗ କରିଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ସେମାନଙ୍କୁ କୌଣସି ସହଯୋଗ ମିଳିନାହିଁ । ତୁରନ୍ତ ସେମାନଙ୍କୁ ସାହାଯ୍ୟ ଯୋଗାଇଦେବାକୁ ଓଡିଶାର ଏହି ପର୍ଯ୍ୟଟକମାନେ ଭିଡିଓ ମାଧ୍ୟମରେ ଅନୁରୋଧ କରିଛନ୍ତି ।
ଭାରତ ଖବର ଆହୁରି ପଢନ୍ତୁ