ଭୁବନେଶ୍ୱର: ପୁଲଓ୍ୱାମାର ଆତଙ୍କବାଦୀ ହମଲାରେ ସହିଦ ହୋଇଥିବା ଯବାନମାନଙ୍କ ପ୍ରାର୍ଥିବ ଶରୀର ନିଜନିଜ ଗାଁରେ ପହଞ୍ଚିଛି । ଗାଁ ଏବଂ ଆଖପାଖ ଅଞ୍ଚଳବାସୀଙ୍କ ମନରେ ଏକ ଦୁଃଖର ବାଦଲ ଖେଳିଯାଇଛି । ତ୍ରିରଙ୍ଗା ପତାକା ସହ ଗ୍ରାମବାସୀ ଯବାନଙ୍କ ପାର୍ଥିବ ଶରୀର ନିଆଯାଉଥିବା ଗାଡ଼ି ପଛେପଛେ ଚାଲୁଥିବାର ଦୃଶ୍ୟ ପ୍ରତ୍ୟେକଟି ଭାରତୀୟ ମନକୁ ଆନ୍ଦୋଳିତ କରିଛି । ଗାଁ ଶ୍ମଶାନରେ ସହିଦ ଯବାନଙ୍କ ଶେଷକୃତ୍ୟ ସମ୍ପନ୍ନ କରାଯିବ । ସବୁ ଦଳର ନେତାମନ୍ତ୍ରୀ ପହଞ୍ଚି ଶେଷ ଶ୍ରଦ୍ଧାଞ୍ଜଳି ଦେଉଛନ୍ତି । ଓଡ଼ିଶାରୁ ମଧ୍ୟପ୍ରଦେଶ ପର୍ଯ୍ୟନ୍ତ ସବୁଠି ଏବେ ଶୋକାକୂଳ ପରିବେଶ । କଟକର ମନୋଜ ବେହେରା ଏବଂ ଜଗତସିଂହପୁରର ପ୍ରସନ୍ନ ସାହୁଙ୍କ ପାର୍ଥିବ ଶରୀର ପହଞ୍ଚିବ । ଦେଶର ବିଭିନ୍ନ ରାଜ୍ୟରେ ସହିଦ ଯବାନମାନଙ୍କ ପାର୍ଥିବ ଶରୀର ପହଞ୍ଚିଥିବା ବେଳେ ସେଠାକାର ଶୋକାକୂଳ ପରିବେଶକୁ ଦେଶବାସୀ ଦେଖିବା ଜରୁରୀ ।
Tamil Nadu, Trichy: Defence Minister Nirmala Sitharaman lays a wreath on the mortal remains of CRPF Constable C. Sivachandran who lost his life in #PulwamaAttack pic.twitter.com/2VO91IePgD
— ANI (@ANI) February 16, 2019
#WATCH Madhya Pradesh: Visuals from Jabalpur as the mortal remains of CRPF Constable Ashwani Kumar Kachhi are being brought to his home. #PulwamaAttack pic.twitter.com/hQUwh7sMMw
— ANI (@ANI) February 16, 2019
Rajasthan: Mortal remains of CRPF Constable Rohitash Lamba brought to his native place in Shahpura, Jaipur district, #PulwamaAttack pic.twitter.com/JhEm4fvwks
— ANI (@ANI) February 16, 2019
Maharajganj: Visuals from Harpur Tola as mortal remains of CRPF Constable Pankaj Kumar Tripathi are being brought to his home. #PulwamaAttack pic.twitter.com/NoeudOHCuK
— ANI UP (@ANINewsUP) February 16, 2019
#WATCH: Visuals from the last rites ceremony of Constable Pankaj Kumar Tripathi of CRPF as his mortal remains are being brought to his home in Harpur Tola village of Maharajganj. #PulwamaAttack pic.twitter.com/DsNK0fPeCA
— ANI UP (@ANINewsUP) February 16, 2019
Madhya Pradesh: Mortal remains of #CRPF Constable Ashwani Kachhi brought to his native village in Jabalpur. #PulwamaAttack pic.twitter.com/FI4nUY861w
— ANI (@ANI) February 16, 2019
Bengaluru: Karnataka Chief Minister HD Kumaraswamy pays tribute to CRPF personnel H. Guru who lost his life in #PulwamaAttack. pic.twitter.com/0CFpVrhO82
— ANI (@ANI) February 16, 2019
Chandauli: Villagers & family of CRPF personnel Awadhesh Kumar Yadav who lost his life in #PulwamaTerrorAttack on Thursday, mourn his death. #UttarPradesh (15/2/19) pic.twitter.com/ocCNZrw5QP
— ANI UP (@ANINewsUP) February 16, 2019
ଅର୍ଗସ ବ୍ୟୁରୋ : କେରଳର ୱାୟନାଡ ଜିଲ୍ଲାରେ ମଣିଷ ଖିଆ ବାଘର ଆତଙ୍କ । ମଣିଷକୁ ମାରି ଖାଉଛି ତାର ମାଂସ । ସେପଟେ ମାଂସ ଖାଇଥିବା ବାଘକୁ ମାରି ଦେବାକୁ ନିର୍ଦ୍ଦେଶ । ରବିବାର କେରଳ ସରକାରଙ୍କ ବନ ବିଭାଗ ଏହି ନିର୍ଦ୍ଦେଶ ଦେଇଛି । ତେବେ ବାଘଟିକୁ ମାରିବା ପୂର୍ବରୁ ତାହା ମଣିଷ ମାରି ଖାଇଛି ବୋଲି ସ୍ପଷ୍ଟ କରିବାକୁ ହେବ ବୋଲି ନିର୍ଦ୍ଦେଶରେ ମଧ୍ୟ କୁହାଯାଇଛି ।
ଅଧିକ ପଢନ୍ତୁ ଭାରତ ଖବର
ବନ ବିଭାଗ ଦେଇଥିବା ନିର୍ଦ୍ଦେଶରେ କହିଛନ୍ତି ଯଦି ବାଘଟିକୁ ଧରି ହେବ ନାହିଁ ବା ଟ୍ରାଙ୍କୁଲାଇଜ୍ କରାଯାଇପାରିବ ନାହିଁ ଓ ତାହା ମଣିଷ ମାଂସ ଖାଇଛି ବୋଲି ସାବ୍ୟସ୍ତ ହେବ, ତା’ହେଲେ ତାକୁ ମାରି ଦିଅ । କାରଣ ତାହା ଉକ୍ତ ଅଞ୍ଚଳର ଲୋକଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରିବ । ବାଘଟି କେଉଁ ସ୍ଥାନରେ ଅଛି, ତାହା ଜାଣିବା ପାଇଁ ବନ ବିଭାଗ ପକ୍ଷରୁ ପ୍ରୟାସ ଜାରି ରହିଛି । ସେଥିପାଇଁ ବିଭିନ୍ନ ସ୍ଥାନରେ ୧୧ଟି କ୍ୟାମେରା ଲଗାଯାଇଛି ।
ଅର୍ଗସ ବ୍ୟୁରୋ : ପୋଲିସକୁ ଚ୍ୟାଲେଞ୍ଜ କରି ଲୁଟୁଛନ୍ତି ଚୋର । କିଶନନଗର ଥାନା ଅଞ୍ଚଳ ପାଲଟିଛି ଚୋରଙ୍କ ଚରା ଭୂଇଁ । କଟକ ଜିଲ୍ଲା କିଶନନଗର ଥାନା ଅଞ୍ଚଳରୁ ଘନଘନ ଚୋରି । ଗତ କିଛି ଦିନତଳେ ଥାନା ସମ୍ନା ବଜାରରୁ ଚୋରମାନେ ଖୋଲା ଚାଲେଞ୍ଜଦେଇ ଦୋକାନରୁ ଚୋରି କରିଥିଲେ । ଏବେ କିନ୍ତୁ ଗୋଟିଏ ମାସ ହେଲାଣି ଚୋରଙ୍କ ପାଇଁ ଅଞ୍ଚଳବାସୀଙ୍କ ନିଦ ହଜି ଗଲାଣି । ହେଲେ ପୋଲିସ ସେମାନଙ୍କୁ ଧରିବାରେ ବିଫଳ ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ଗତକାଲି ବିଳମ୍ବିତ ରାତ୍ରିରେ କିଶନନଗର ଥାନା ତରଡପଡା ଗ୍ରାମରୁ ଗୋଟିଏ ରାତରେ ୭ଟି ଘରୁ ସୁନା, ରୁପା, ଲକ୍ଷ୍ୟାଧିକ ଟଙ୍କାର ସାମଗ୍ରୀ ଚୋରି ହୋଇଥିବା ନେଇ ପୋଲିସକୁ ଗ୍ରାମ ବାସୀମାନେ ଅଭିଯୋଗ କରିବାପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ ମଧ୍ୟ କାହାରିକୁ ଧରିବାରେ ସଫଳ ହୋଇନାହିଁ ।
ବାରମ୍ବାର ଚୋରି ହେଉଥିବା ବେଳେ ପୋଲିସର କର୍ଯ୍ୟଶୈଳୀକୁ ନେଇ ସାଧାରଣରେ ପ୍ରଶ୍ନବାଚି ସୃଷ୍ଟି କରିଛି । ପୋଲିସ ପାଟ୍ରୋଲିଂ ରାତି ସମୟରେ ଠିକଠାକ ହେଉନଥିବା ବେଳେ ଚୋରମାନେ ଏହାର ଫାଇଦା ନେଉଛନ୍ତି । ସାଧାରଣ ଲୋକେ ଭୟ ଓ ଆଶଙ୍କାରେ ଜୀବନ କାଟୁଛନ୍ତି । ଏହାର ବିଧିବଦ୍ଧ ତଦନ୍ତ ସହ ଲୋକଙ୍କୁ ପୋଲିସ ସୁରକ୍ଷା ଯୋଗାଇଦେବାକୁ ସାଧାରଣରେ ଦାବି ହୋଇଛି ।
ନୂଆଦିଲ୍ଲୀ: ମୋହନ ଯାଦବ ହେବେ ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ। ବିଜେପି ବିଧାୟକ ଦଳ ବୈଠକରେ ମୋହନଙ୍କ ନାରେ ଲାଗିଲା ମୋହର।ଉଜୈନ ଦକ୍ଷୀଣ ଆସନରୁ ବିଧାୟକ ଅଛନ୍ତି ମୋହନ ।
୨୦୨୩ ମସିହାରେ ପ୍ରଥମେ ବିଧାୟକ ନିର୍ବାଚିତ ହୋଇଥିଲେ ମୋହନ ଯାଦବ। ଶିବରାଜ ସରକାରରେ ଉଚ୍ଚଶିକ୍ଷା ମନ୍ତ୍ରୀ ଥିଲେ ମୋହନ ଯାଦବ । ସେହିପରି ମଧ୍ୟପ୍ରଦେଶରେ ନୂଆ ବାଚସ୍ପତି ହେବେ ନରେନ୍ଦ୍ର ତୋମାର । ମଧ୍ୟପ୍ରଦେଶରେ ରହିବେ ୨ଟି ଉପମୁଖ୍ୟମନ୍ତ୍ରୀ । ଜଗଦୀଶ ଦେବଡା ଓ ରାଜେନ୍ଦ୍ର ଶୁକ୍ଲା ହେବେ ଉପମୁଖ୍ୟମନ୍ତ୍ରୀ।
ଅଧିକ ପଢନ୍ତୁ ଭାରତ ଖବର