Recd a call from Sh Naveen Patnaik ji. He has assured complete support to Delhi in facilitating lifting of Delhi’s quota of oxygen from Orissa. He has put a spl officer on the job.
Thank u sooo much Sir. Delhi is indeed grateful. — Arvind Kejriwal (@ArvindKejriwal) April 22, 2021
କେଜ୍ରିୱାଲ ଟ୍ୱିଟ୍ କରି କହିଛନ୍ତି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଫୋନ ଯୋଗେ କଥାହୋଇଥିଲେ । ଏବଂ ଅକ୍ସିଜେନ ଯୋଗାଇବାକୁ ସେ ନିଶ୍ଚିତ କରିଛନ୍ତି । ଏଥିପାଇଁ ସେ ଏକ ଅଫିସରଙ୍କୁ ମଧ୍ୟ ନିୟୋଜିତ କରିଛନ୍ତି । ବିପଦ ସମୟରେ ସହାୟତାର ହାତ ବଢାଇଥିବାରୁ ସେ ଓଡିଶାକୁ ଧନ୍ୟବାଦ ଜଣାଇଛନ୍ତି । ଏହାସହ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଭିଡିଓ ମାଧ୍ୟମରେ ଏହି ସଙ୍କଟ ସମୟରେ ସମସ୍ତ ରାଜ୍ୟର ସହାୟତା ମଧ୍ୟ ଲୋଡିଛନ୍ତି ।