ନୂଆ ସଂସଦ ଭବନର ସ୍ତାନାନ୍ତରଣ ପରେ ପୁରୁଣା ସଂସଦ ଭବନର ଗାରୀମା ବଜାୟ ରଖିବା ପାଇଁ ମୋଦି ଏହି ନିଷ୍ପତ୍ତି ନେଇଛନ୍ତି । ଶ୍ରୀ ଗଣେଷ ଚତୁର୍ଥୀର ଶୁଭ ଅଵସରରେ ନୂତନ ସଂସଦ ଭଵନରେ ସ୍ଵତନ୍ତ୍ର ଅଧିଵେସନର ଦ୍ଵିତୀୟ କାର୍ଯ୍ୟଦିଵସର ଆୟୋଜନ କରାଯାଇଛି ।
୨୦୪୭ ସୁଦ୍ଧା ଭାରତକୁ ଏକ ଵିକଶିତ ଦେଶ ଭାଵେ ପରିଗଣିତ କରିଵାକୁ ଯୋଜନା ରଖାଯାଇଛି । ନୂତନ ସଂସଦ ଭଵନରୁ ଆଗାମୀ ଭଵିଷ୍ୟତର ଶୁଭାରମ୍ଭ ହେଵ ଵୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।
୧୯୫୨ ମଶିହାରୁ ଏ ଯାଏଁ ୪୧ ଦେଶର ପ୍ରମୁଖ ପୁରୁଣା ସଂସଦ ଭଵନର ସେଣ୍ଟ୍ରାଲ ହଲରେ ସାଂସଦ ମାନଙ୍କୁ ସମ୍ଵୋଧିତ କରିଛନ୍ତି। ଵିଗତ ୭୦ ଦଶକରେ ୪୦୦୦ରୁ ଅଧିକ ଵିଲ ସଂସଦରେ ପାରିତ ହୋଇଛି ।
ଆହୁରି ପଢନ୍ତୁ ଭାରତ ଖବର...