ଅଧିକ ପଢନ୍ତୁ : ଅନଲାଇନ ଗେମିଂ କମ୍ପାନୀଗୁଡ଼ିକ ଉପରେ DGGIର ୫୫,୦୦୦ଟଙ୍କାର ଛାଟ
ଜୁଲାଇରେ ଜିଏସଟି ପରିଷଦରେ ଅନଲାଇନ୍ ଗେମିଂ, କ୍ୟାସିନୋ ଓ ଘୋଡ଼ାଚଢ଼ା ଭଳି କ୍ରୀଡ଼ା ଉପରେ ୨୮ ପ୍ରତିଶତ ଜିଏସଟି ଲାଗୁ ନେଇ ଘୋଷଣା କରାଯାଇଥିଲା । ଅଗଷ୍ଟ ୨ରେ ୫୧ତମ କାଉନସିଲ ବୈଠକରେ ଜିଏସଟି ହାର ବୃଦ୍ଧି ନେଇ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯାଇଥିଲା ।