Delhi | Opposition's vice-presidential candidate Margaret Alva files her nomination papers at Parliament, in the presence of Congress leaders Rahul Gandhi and Mallikarjun Kharge, NCP chief Sharad Pawar and other Opposition leaders
(Pic source: Sansad TV) pic.twitter.com/UxD1ua0LRx — ANI (@ANI) July 19, 2022
ଉପରାଷ୍ଟ୍ରପତି ପଦବୀ ପାଇଁ ନାମାଙ୍କନ ଭରିବାର ଆଜି ଶେଷ ଦିନ । ପୂର୍ବରୁ ରାଜୀବ ଗାନ୍ଧିଙ୍କ କ୍ୟାବିନେଟରେ କେନ୍ଦ୍ରମନ୍ତ୍ରୀ ସହ ଚାରି ଚାରି ଥର ଆଲଭା ରାଜ୍ୟପାଳ ଦାୟିତ୍ୱ ତୁଲାଇଛନ୍ତି । ଏଥିସହ ୫ ଥର ସାଂସଦ ଭାବେ ନିର୍ବାଚିତ ହୋଇଥିଲେ । ଏହା ପୂର୍ବରୁ ଗତକାଲି ଏନଡିଏର ଉପରାଷ୍ଟ୍ରପତି ପ୍ରାର୍ଥୀ ଜଗଦୀପ ଧନଖଡ଼ ନାମାଙ୍କନ ଦାଖଲ କରିସାରିଛନ୍ତି । ଏହି ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବିଜେପି ରାଷ୍ଟ୍ରାୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ସମେତ ଡର୍ଜନେରୁ ଅଧିକ କେନ୍ଦ୍ରମନ୍ତ୍ରୀ ଉପସ୍ଥିତ ଥିଲେ ।