ଓଡ଼ିଶାର କ୍ରିଷ୍ଣା ପଟେଲ, ଅନ୍ତର୍ଯ୍ୟାମୀ ମିଶ୍ର ,ଏବଂ ପଟ୍ଟାୟତ ସାହୁଙ୍କୁ ଆସନ୍ତା ୫ ତାରିଖରେ ପୁରସ୍କାର ପ୍ରଦାନ କରାଯିବ । ଚଳିତ ବର୍ଷ ୧୦୬ ଜଣଙ୍କୁ ପଦ୍ମ ପୁରସ୍କାର ପ୍ରଦାନ କରାଯାଉଥିବା ବେଳେ ଏଥିରେ ଓଡ଼ିଶାରୁ ଅଛନ୍ତି ୪ ଜଣ । ୬ ପଦ୍ମ ବିଭୂଷଣ, ୯ ପଦ୍ମ ଭୂଷଣ ଓ ୯୧ଟି ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରାଯାଉଛି । ପୁରସ୍କାର ପ୍ରାପ୍ତ ବ୍ୟକ୍ତିଙ୍କ ମଧ୍ୟରେ ଅଛନ୍ତି ୧୯ ମହିଳା ।