ଅମ୍ରିତସରରେ ପାକିସ୍ତାନୀ ଡ୍ରୋନ୍ ଉଡ଼ିବାକୁ ନେଇ ଚର୍ଚ୍ଚା

ଅର୍ଗସ ବ୍ୟୁରୋ : ଭାରତରେ ପାକିସ୍ତାନୀ ଡ୍ରୋନ୍ । ପଞ୍ଜାବର ଅମ୍ରିତସରରେ ପାକିସ୍ତାନୀ ଡ୍ରୋନ୍ ଉଡ଼ିବାକୁ ନେଇ ଚର୍ଚ୍ଚା । ଡ୍ରୋନ୍ ଉଡ଼ିବା ଶବ୍ଦ ଶୁଣିବା ପରେ ଯବାନ ମାନେ ତଦନ୍ତ ଆରମ୍ଭ କରିଥିଲେ । ପରେ ୨ କେଜି ହେରୋଇନ ସହ ଡ୍ରୋନକୁ ଜବତ୍ କରିଛନ୍ତି ଯବାନ । ତେବେ ଏହା ଭାରତୀୟ ସେନା ପାଇଁ ନୂଆ ଚ୍ୟାଲେଞ୍ଜ ହୋଇଥିବା କହିଛନ୍ତି ବିଏସଫ କମାଣ୍ଡାଣ୍ଟ ଘନଶ୍ୟାମ ଦାସ ।
ଭାରତ ଖବର ଆହୁରି ପଢ଼ନ୍ତୁ ।
Download Argus News App
