ଏଥିସହିତ ୪ ଜଣ ଗୁରୁତର ହୋଇଥିବା ଜଣାପଡିଛି। ତେବେ ସ୍ଥାନୀୟ ମିଡିଆର ସୂଚନାମୁତାବକ, ଏହି ବ୍ଲାଷ୍ଟ ସେତେବେଳେ ଘଟିଥିଲା ଯେତେବେଳେ ଟ୍ରେନ୍ଟି ଚେତାବନି ରେଲଓ୍ୱେ ଷ୍ଟେସନ କୁ ଅତିକ୍ରମ କରୁଥିଲା। କୁହାଯାଉଛି ଯେ, ଇକୋନମିକ୍ କ୍ଲାସ ର ବଗି ନମ୍ବର ୬ ରେ ଏହି ବିସ୍ଫୋରଣ ଘଟିଛି।
ଗୁରୁତର ମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତେବେ କେଉଁ କାରଣରୁ ଟ୍ରେନ୍ରେ ବିସ୍ଫୋରଣ ଘଟିଲା ତାହା ଏପର୍ଯ୍ୟନ୍ତି ସ୍ପଷ୍ଟ ହୋଇ ନାହିଁ। ତେବେ ଜାଫର ଏକ୍ସପ୍ରେସରେ ବିସ୍ଫୋରରଣ ଘଟିବାର ଏହା ଦ୍ୱିତୀୟ ମାମଲା ଥିଲା।