କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ କାର୍ଯ୍ୟକ୍ରମରେ ଉପସ୍ଥିତ ରହିଥିଲେ । କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଦେଶର ଛାତ୍ରଛାତ୍ରୀ, ଅଭିଭାବକ ଓ ଶିକ୍ଷକଙ୍କ ସହ ଆଲୋଚନା କରିଛନ୍ତି । ପରୀକ୍ଷା ସମୟରେ ଚାପମୁକ୍ତ ପ୍ରସ୍ତୁତି ନେଇ ଟିପସ ଦେଇଛନ୍ତି ପିଏମ୍ । ନିଜ୍ୟ ଲକ୍ଷ୍ୟ ପ୍ରତି ସର୍ବଦା ଫୋକସ ହେବା ସହ ଚାପର ବଶବତୀ ନହେବାକୁ ପରାମର୍ଶ ଦେଇଛନ୍ତି । ଛାତ୍ରଛାତ୍ରୀଙ୍କୁ ସମୟର ଗୁରୁତ୍ବ ବାବଦରେ ମଧ୍ୟ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ।
ଭାରତ ଖବର ଆହୁରି ପଢ଼ନ୍ତୁ ।