ଦେଶରେ ପ୍ରଧାନମନ୍ତ୍ରୀ ଙ୍କ ଛାତ୍ର ଓ ଛାତ୍ରୀ ମାନଙ୍କୁ ଯେଉଁ ଭଳି ପରୀକ୍ଷା ଉପରେ ନେଇ ଟିପ୍ସ ଦେଇଛନ୍ତି ତାହା ଶିକ୍ଷଣୀୟ. ଛାତ୍ର ଓ ଛାତ୍ରୀ ମାନେ ପରୀକ୍ଷା ସମୟରେ କିପରି ଟ୍ରେସ ନ ରହି ଭଲ ଭାବରେ ପାଠ ସେନେଇ ଟିପ୍ସ ଦେଇଛନ୍ତି । ଏହାକୁ ନେଇ ପରୀକ୍ଷା ପାଇଁ ଆମେ ପ୍ରସ୍ତୁତ ହେବୁ ବୋଲି ସ୍କୁଲର ଛାତ୍ରଛାତ୍ରୀ ମାନେ କହିଛନ୍ତି ।
ଓଡ଼ିଶା ଖବର ଆହୁରି ପଢ଼ନ୍ତୁ ।