ବୈଠକରେ ବିଜେଡି ସାଂସଦ ରମେଶ ମାଝି, ମମତା ମହାନ୍ତ, ଅଚ୍ୟୁତ ସାମନ୍ତ, ମୁନା ଖାନ, ମାନସ ମଙ୍ଗରାଜ, ଚନ୍ଦ୍ରଶେଖର ସାହୁ, ନିରଞ୍ଜନ ବିଶି ପ୍ରମୁଖ ଉପସ୍ଥିତ ଥିଲେ।
ଭାରତ ଖବର ଆହୁରି ପଢ଼ନ୍ତୁ ।
ଅର୍ଗସ ବ୍ୟୁରୋ: ଆଗାମୀ କେନ୍ଦ୍ରୀୟ ବଜେଟ ଅଧିବେଶନକୁ ନେଇ ବିଜେଡି ସଂସଦୀୟ ଦଳ ବୈଠକରେ ରଣନୀତି ପ୍ରସ୍ତୁତ ହୋଇଛି । ଆସନ୍ତା ୩୧ରୁ ସଂସଦର ବଜେଟ ଅଧିବେଶନ ଆରମ୍ଭ ହେବାକୁ ଯାଉଛି । ଏହାପୂର୍ବରୁ ଆଜି ନବୀନ ନିବାସରେ ବିଜେଡି ସଂସଦୀୟ ଦଳ ବୈଠକ ହୋଇଛି । ବଜେଟ ଅଧିବେଶନରେ ରାଜ୍ୟ ପକ୍ଷରୁ କେଉଁ ପ୍ରସଙ୍ଗ ଉଠାଯିବ, ସେନେଇ ବୈଠକରେ ଆଲୋଚନା ହୋଇଥିଲା ।
ବୈଠକରେ ବିଜେଡି ସାଂସଦ ରମେଶ ମାଝି, ମମତା ମହାନ୍ତ, ଅଚ୍ୟୁତ ସାମନ୍ତ, ମୁନା ଖାନ, ମାନସ ମଙ୍ଗରାଜ, ଚନ୍ଦ୍ରଶେଖର ସାହୁ, ନିରଞ୍ଜନ ବିଶି ପ୍ରମୁଖ ଉପସ୍ଥିତ ଥିଲେ।
ଭାରତ ଖବର ଆହୁରି ପଢ଼ନ୍ତୁ ।