ସେପଟେ ପାଣିପାଗ ଦେଶର ବିଭିନ୍ନ ରାଜ୍ୟରେ ପ୍ରବଳ ବର୍ଷା ସାଙ୍ଗକୁ ବଜ୍ରପାତ ନେଇ ପୂର୍ବାନୁମାନ କରିଛି। ହିମାଚଳ ପ୍ରଦେଶରେ ଆଗାମୀ 48 ଘଣ୍ଟା ପାଇଁ ପ୍ରବଳ ବର୍ଷାର ଚେତବାନୀ ଜାରି କରାଯାଇଛି । ଏହାସହ ଆଗାମୀ 5 ଦିନ ପାଇଁ ରାଜ୍ୟର ସବୁ ବିଭାଗକୁ ଆଲର୍ଟ ଜାରି କରାଯାଇଛି ।
#WATCH | People trying to cross Amlawa River via a temporary bridge, which was damaged due to heavy rainfall, in Dehradun district#Uttarakhand pic.twitter.com/sg7L17nPEA — ANI (@ANI) July 13, 2021