ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିବା ପାଇଁ ଅଭିନେତା ପୁନିତ ରାଜକୁମାରଙ୍କ ପତ୍ନୀ ଅଶ୍ବିନୀ ରାଜକୁମାର ମଧ୍ୟ ଆସିଥିଲେ। ପ୍ରଧାନମନ୍ତ୍ରୀ ମୋଦି ସେଠାରେ ପହଞ୍ଚିବା ପରେ କନ୍ନଡ଼ ଷ୍ଟାର ପୁନିତଙ୍କୁ ମଧ୍ୟ ମନେପକାଇଥିଲେ। ମୋଦି କନ୍ନଡ ସୁପରଷ୍ଟାରଙ୍କୁ ଭେଟି କନ୍ନଡ ଫିଲ୍ମ ଏବଂ ସଂସ୍କୃତିକୁ ନେଇ ଆଲୋଚନା କରିଥିଲେ। ସାଉଥର ସବୁ ଫିଲ୍ମଗୁଡ଼ିକର ଷ୍ଟୋରୀ ଉଚ୍ଚକୋଟୀର ବୋଲି ମୋଦି ପ୍ରଶଂସା କରିଥିଲେ।
ଭାରତ ନ୍ୟୁଜ ଆହୁରି ପଢନ୍ତୁ