ଏନେଇ DRDO ପକ୍ଷରୁ ସୂଚନା ଦିଆଯାଇଛି । ଏହି ଅକ୍ସି-କେୟାର ସିଷ୍ଟମ ହେଉଛି ଏକ 'SPO-ଟୁ' ଆଧାରିତ ଅମ୍ଳଜାନ ଯୋଗାଣ ବ୍ୟବସ୍ଥା, ଯାହା ରୋଗୀଙ୍କୁ ଦିଆଯାଉଥିବା ଅନିୟନ୍ତ୍ରିତ ଅକ୍ସିଜେନ ବ୍ୟବହାରକୁ ଯାଞ୍ଚ କରିବ । ପିଏମ କେୟାର ଫଣ୍ଡରୁ ଅର୍ଥ ଏବେ ଦେଶରେ କରୋନା ମୁକାବିଲା କ୍ଷେତ୍ରରେ ବ୍ୟବହାର କରାଯିବା ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟୁଇଟ୍ କରି ଦେଶବାସୀଙ୍କୁ ଜଣାଇଛନ୍ତି ।
ଅକ୍ସିଜେନ ଆବଣ୍ଟନ, ଟିକାକରଣ ଏବଂ ଔଷଧ ସ୍ଥିତି ନେଇ ସମୀକ୍ଷା

ନୂଆଦିଲ୍ଲୀ: କରୋନା ମୁକାବିଲାରେ ନୂଆ ଅସ୍ତ୍ର ଅକ୍ସି-କେୟାର । ଡିଆରଡିଓ ଦ୍ବାରା ବିକଶିତ ଅକ୍ସିଜେନ କେୟାର ବା ଅକ୍ସି-କେୟାର କିଣିବ କେନ୍ଦ୍ର । 1 ଲକ୍ଷ 50 ହଜାର ୟୁନିଟ୍ କିଣାଯିବା ନେଇ ଏନେଇ ପିଏମ କେୟାର ଫଣ୍ଡରୁ ଅର୍ଥ ଦିଆଯିବ । ଏଥିପାଇଁ ଖର୍ଚ୍ଚ ହେବ ୩୩୨ କୋଟି ଟଙ୍କା । ଅକ୍ସିକେୟାର ସିଷ୍ଟମ ୟୁନିଟ୍ କ୍ରୟକୁ PM CARES ପାଣ୍ଠି ଅନୁମୋଦନ କରିଛି ।
Download Argus News App
