ଅଧିକ ପଢନ୍ତୁ ଭାରତ ନ୍ୟୁଜ
ମାଣ୍ଡିଆ ଜାତୀୟ ଖାଦ୍ୟ ପଦାର୍ଥ ଏବେ ଭାରତର ସାମଗ୍ରିକ ବିକାଶ ପାଇଁ ଏକ ଯାନ ପାଲଟିଛି । ଭାରତର ମିଲେଟ ମିଶନ ଦେଶର ସେହି ୨.୫ କୋଟି କ୍ଷୁଦ୍ର କୃଷକଙ୍କ ପାଇଁ ଏକ ଉତ୍ସାହ । ଯେଉଁମାନେ ସ୍ବାଧୀନତାର ଦଶନ୍ଧି ପର୍ଯ୍ୟନ୍ତ ଅବହେଳିତ ରହିଥିଲେ । ଭାରତର `ମିଲେଟ ମୁଭମେଣ୍ଟ'ରେ ଏହା ସ୍ପଷ୍ଟ ଭାବେ ଦେଖାଯାଉଛି ଯେ ଆମେ ଆମର ପ୍ରେରଣା ନେଇ ବିଶ୍ବ କଲ୍ୟାଣର ଆତ୍ମା ସହିତ କିପରି କାର୍ଯ୍ୟ କରୁ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।