Be the first to know any news. You will get latest stories and video updates through the day. You can turn them off anytime.
To view this video please enable JavaScript, and consider upgrading to a web browser that supports HTML5 video
ଫଗୁ ଦଶମୀ ଅବସରରେ ମହାପ୍ରଭୁଙ୍କ ଚାଚେରୀ ବେଶ
ସାମୁଦ୍ରିକ ଅଭୟାରଣ୍ୟରେ ଅଲିଭରିଡଲେଙ୍କୁ ସୁରକ୍ଷା ଦେବାଲାଗି ଥିବା ପାଟ୍ରୋଲିଂ ଟିମ୍ ଉପରେ ଆକ୍ରମଣ
ଅର୍ଗସ ବ୍ୟୁରୋ: ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟରେ ପାଟ୍ରୋଲିଂ ଟିମ୍ ଉପରେ ଆକ୍ରମଣ ଉଦ୍ୟମ। ଅଲିଭ୍ରିଡଲେଙ୍କୁ ସୁରକ୍ଷା ଦେବା ପାଇଁ ପଇଁତରା ମାରୁଥିବା ପାଟ୍ରୋଲିଂ ଟିମ୍ ଉପରେ ଆକ୍ରମଣ ଉଦ୍ୟମ କରାଯାଇଛି । ଗତ ଦେଢ଼ମାସରେ ଏହା ହେଉଛି ତୃତୀୟ ଘଟଣା | ଅଭୟାରଣ୍ୟ କୂଳ ଠାରୁ ୫ କିମି ଭିତରକୁ ହୁକିଟୋଲା ପାଖରେ ଏହି ଟିମ୍ ପଇଁତରା ମାରୁଥିଲା। ଏହି ସମୟରେ ଏକାସାଙ୍ଗର
ବ୍ରାଉନସୁଗାର ଜବତ, ଦୁଇ ଗିରଫ
ନୂଆପଡା: ଭଦ୍ରକ ରୁ ନୂଆପଡ଼ା ଲମ୍ବିଛି ବ୍ରାଉନସୁଗାର ଲିଙ୍କ୍ । 40 ଗ୍ରାମ ବ୍ରାଉନସୁଗାର ଜବତ ସହ ଦୁଇ ଜଣ ଗିରଫ ହୋଇଛନ୍ତି । କୋମନା ଥାନା କାଣ୍ଡେତରା ଠାରେ ଦୁଇ ଜଣ ଯୁବକ ଠାରୁ ବ୍ରାଉନସୁଗାର ଜବତ କରିଛି ନୂଆପଡ଼ା ଅବକାରୀ ରେଞ୍ଜ ଟିମ୍ । ଦୁଇ ଜଣ ଯୁବକ ଠାରୁ 40 ଗ୍ରାମର ବ୍ରାଉନସୁଗାର ସହ ମାତ୍ରାଧିକ ନିଶା ଔଷଧ ଜବତ ହୋଇଛି । ଜବତ ବ୍ରାଉନସୁଗାରର ମୂଲ୍ୟ 4 ଲକ୍ଷରୁ ଉର୍ଦ୍ଧ୍ୱ ହେ