ଏହି ଯୋଜନା ଗୁ଼ଡିକ ହେଲା- ଗଙ୍ଗା ସ୍ବରୂପ ଆର୍ଥିକ ସହାୟ ଯୋଜନା, ଇନ୍ଦିରା ଗାନ୍ଧୀ ବୃଦ୍ଧ ସହାୟ ଯୋଜନା, ନିରାଧାର ବୃଦ୍ଧ ଆର୍ଥିକ୍ ସହାୟ ଯୋଜନା ଏବଂ ରାଷ୍ଟ୍ରିୟ କୁଟୁମ୍ବ ସହାୟ ଯୋଜନା । ବିଧବା, ବୃଦ୍ଧ ଓ ଗରିବ ନାଗରିକମାନଙ୍କୁ ସହାୟତା ଯୋଗାଇଦେବା ଯୋଜନାର ସମ୍ପୂର୍ଣ୍ଣ କାର୍ଯ୍ୟକାରିତାକୁ ସୁନିଶ୍ଚିତ କରିବା ଉଦ୍ଦେଶ୍ୟରେ ଭରୁଚ ଜିଲ୍ଲା ପ୍ରଶାସନ ଚଳିତ ବର୍ଷ ‘ଉତ୍କର୍ଷ ପ୍ରୋତ୍ସାହନ’' ଅଭିଯାନ ଚଳାଇଥିଲା ।
ଆଜି ଗୁଜୁରାଟ ଭାରୁଚରେ ‘ଉତ୍କର୍ଷ’ ସମାରୋହ'କୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ
ମାର୍କେଟରୁ ଉଭାନ୍ ହେବ ୨୦୦୦ ଟଙ୍କିଆ ନୋଟ୍ !

ଅର୍ଗସ୍ ବ୍ୟୁରୋ : ୨୦୧୬ ନଭେମ୍ବର ୮ରେ ମୋଦି ସରକାର ଦେଶରେ ପ୍ରଚଳନ ହେଉଥିବା ହଜାରେ ଏବଂ ପାଞ୍ଚ ଶହ ଟଙ୍କିଆ ନୋଟକୁ ଅଚଳ କରିଦେଲେ। ତାହା ସ୍ଥାନରେ ବିତ୍ତୀୟ ବଜାରକୁ ଆସିଲା ନୂଆ ୨ହଜାର ଓ ୫ଶହ ଟଙ୍କିଆ ନୋଟ୍। ହେଲେ ୫ଶହ ଟଙ୍କିଆ ନୋଟ୍ ଯେଉଁଭଳି ଲୋକଙ୍କ ଚାହିଦା ମେଣ୍ଟାଇଲା, ସେଭଳି ଚାହିଦା ମେଣ୍ଟାଇଲାନି ୨ହଜାର ଟଙ୍କିଆ।
ରିଜର୍ଭ ବ୍ୟାଙ୍କର ତଥ୍ୟ କହୁଛି ଏଣିକ
Download Argus News App
