କୋରୋନା ବିରୁଦ୍ଧ ଲଢେଇରେ ବିଜୟର ମୋଦି ମନ୍ତ୍ର
ଅର୍ଗସ ନ୍ୟୁଜ: ଗୁରୁ ତେଗ ବାହାଦୂରଙ୍କର 400 ତମ ଜନ୍ମ ବାର୍ଷିକୀ ନେଇ ଉଚ୍ଚସ୍ତରୀୟ ବୈଠକରେ ଯୋଗ ଦେବେ ପ୍ରଧାନମନ୍ତ୍ରୀ । ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଭିଡିଓ କନଫରେନ୍ସିଂ ଜରିଆରେ ଏପ୍ରିଲ 8 ରେ ଏକ ବୈଠକ ଅନୁଷ୍ଠିତ ହେବ । ବୈଠକରେ ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ ଯୋଗ ଦେବେ । ଯେଉଁଥିରେ ଏହି ଉତ୍ସବ ପାଳନ ପାଇଁ ଏକ ବର୍ଷର ଇଭେଣ୍ଟ କ୍ୟାଲେଣ୍ଡର ଆଲୋଚନା ହେବ ।