ପ୍ରଧାନମନ୍ତ୍ରୀ କହିଛନ୍ତି, ବାରମ୍ବାର ରଙ୍ଗ ବଦଳାଉଛି କରୋନା । ସବୁ ଭ୍ୟାରିଆଣ୍ଟ ଉପରେ ନଜର ରଖିବା ଜରୁରୀ । ଆମକୁ ପୂର୍ବ ଅପେକ୍ଷା ଅଧିକ ସତର୍କ ରହିବାକୁ ପଡ଼ିବ । ଏହାସହ ପ୍ରଧାନମନ୍ତ୍ରୀ କହିଛନ୍ତି, ହିଲ୍ ଷ୍ଟେସନ୍ ଓ ପର୍ଯ୍ୟଟନ ସ୍ଥଳରେ ବଢୁଥିବା ଭିଡ ଅଧିକ ଚିନ୍ତାର କାରଣ ।
‘ରଙ୍ଗ ବଦଳାଉଛି କରୋନା, ସବୁ ଭ୍ୟାରିଆଣ୍ଟ ଉପରେ ନଜର ରଖ’

ଅର୍ଗସ ବ୍ୟୁରୋ: କରୋନା ସ୍ଥିତି ନେଇ ୮ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ବୈଠକ । ଆସାମ, ନାଗାଲାଣ୍ଡ, ତ୍ରିପୁରା, ସିକ୍କିମ୍, ମଣିପୁର, ମେଘାଳୟ, ଅରୁଣାଚଳପ୍ରଦେଶ ଓ ମିଜୋରାମ ଆଦି ୮ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଭିଡିଓ କନ୍ଫରେନ୍ସିଂରେ ଆଲୋଚନା କରିଛନ୍ତି ।
Download Argus News App
