ଏହି ଅବସରରେ ଆୟୋଜିତ ଏକ ଜନସଭାକୁ ସମ୍ୱୋଧିତ କରି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ଏହି ଦଶନ୍ଧି ଉତ୍ତରଖଣ୍ଡର, ଉତ୍ତରାଖଣ୍ଡର ଶକ୍ତି କଣ ମୁଁ ଅବଗତ ଅଛି। ଉତ୍ତରାଖଣ୍ଡରେ ବଢୁଥିବା ଅତ୍ୟାଧୁନିକ ଭିତ୍ତିଭୂମି।
ଚାରଧାମ ମହାପରିଯୋଜନା, ନୂତନ ଭାବେ ନିର୍ମାଣ ହେଉଥିହା ରେଳ ଲାଇନ, ଏହି ଦଶନ୍ଧିକୁ ଉତ୍ତରାଖଣ୍ଡର ଦଶନ୍ଧି କରିବ।