ଉତ୍ତରପ୍ରଦେଶ: ନାମାଙ୍କନ ଭରିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବାରଣାସୀ ଲୋକସଭା ଆସନରୁ ନାମାଙ୍କନ ଭରିଲେ ମୋଦି । ରିଟର୍ଣ୍ଣିଂ ଅଫିସରଙ୍କ ନିକଟରେ ନାମାଙ୍କନ ଭରିଲେ ପ୍ରଧାନମନ୍ତ୍ରୀ । ମୋଦି ନାମାଙ୍କନ ଭରିବା ସମୟରେ ଏନଡିଏର ବହୁ ନେତା ଉପସ୍ଥିତ ଥିଲେ ।
#WATCH: PM Narendra Modi meets NDA leaders at Collectorate office ahead of filing his nomination from Varanasi parliamentary constituency. pic.twitter.com/xVfO9kovHP
— ANI UP (@ANINewsUP) April 26, 2019
ନାମାଙ୍କନ ଭରିବା ପୂର୍ବରୁ ମୋଦି ସକାଳ ସାଢେ 10ଟା ସମୟରେ କାଶୀ କୋତୱାଲ ବାବା କାଳଭୈରବ ମନ୍ଦିରରେ ପୂଜାର୍ଚ୍ଚନ କରିଛନ୍ତି । ମନ୍ଦିରରେ ତାଙ୍କୁ ତୁଳସୀ ପତ୍ରର ମାଳା ପିନ୍ଧାଇ ସ୍ୱାଗତ କରାଯାଇଥିଲା । ଏଠାରେ ପୂଜାର୍ଚ୍ଚନା କରିବା ପରେ ମୋଦି ଜିଲ୍ଲାପାଳଙ୍କ ଅଫିସ ଯାଇଥିଲେ ।
Varanasi: Prime Minister Narendra Modi arrives at Collectorate office to file his nomination from Varanasi parliamentary constituency, meets NDA leaders present there pic.twitter.com/WlPYiobUIP
— ANI UP (@ANINewsUP) April 26, 2019
ମୋଦିଙ୍କ ସହ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ, ପ୍ରକାଶ ସିଂହ ବାଦଲ, ଜେପି ନଡ୍ଡା, ନୀତିଶ କୁମାର, ପୀୟୁଷ ଗୋଏଲ, ପନୀର ଓ ସେଲୱମ୍, ଉଦ୍ଧବ ଠାକରେ, ନୀତିନ ଗଡକାରୀ ଓ ସୁଷମା ସ୍ୱରାଜ ପ୍ରମୁଖ ଉପସ୍ଥିତ ଅଛନ୍ତି ।
Prime Minister Narendra Modi offered prayers at Kaal Bhairav Temple in Varanasi; leaves for Collectorate office to file his nomination. #LokSabhaElections2019 pic.twitter.com/4sn4pGR6o0
— ANI UP (@ANINewsUP) April 26, 2019
