ବୈଠକରେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ଉପମୁଖ୍ୟମନ୍ତ୍ରୀ କେଶବ ମୌର୍ଯ୍ୟ ଓ ଦିନେଶ ଶର୍ମା ଉପସ୍ଥିତ ରହିବେ ।
ଏହି ବୈଠକରେରେ ପ୍ରଧାନମନ୍ତ୍ରୀଙ୍କ ସମ୍ମୁଖରେ ଅଯୋଧ୍ୟାର ଭିଜନ ଡକ୍ୟୁମେଣ୍ଟ ଉପସ୍ଥାପନ କରାଯିବ। ବୈଠକରେ ଏକାଧିକ ଅଧିକାରୀ ଓ ନେତା ମଧ୍ୟ ଉପସ୍ଥିତ ରହିବେ । ତେଣୁ ଏହି ବୈଠକର ଗୁରୁତ୍ୱ ରହୁଛି ।