ପରମଗୁରୁ କ୍ରିଷ୍ଣାଗୁରୁ ଈଶ୍ୱର ଆସାମର ବରପେଟାର ନାସାତ୍ରା ଗାଁରେ ୧୯୭୪ରେ କ୍ରିଷ୍ଣାଗୁରୁ ସେବାଶ୍ରମ ସ୍ଥାପନ କରିଥିଲେ । ବିଶ୍ୱ ଶାନ୍ତି ପାଇଁ ଏକ ମାସ ଧରି ଚାଲୁଥିବା ଅଖଣ୍ଡ କୀର୍ତ୍ତନ କୃଷ୍ଣଗୁରୁ ସେବାଶ୍ରମରେ ଜାନୁୟାରୀ 6ରୁ ଆରମ୍ଭ ହୋଇଛି ।
ଭାରତ ଖବର ଆହୁରି ପଢ଼ନ୍ତୁ ।
ଅର୍ଗସ ବ୍ୟୁରୋ: ଆଜି କ୍ରିଷ୍ଣାଗୁରୁ ଏକନାମ ଅଖଣ୍ଡ କୀର୍ତ୍ତନରେ ଭାଗ ନେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ଅଖଣ୍ଡ କୀର୍ତ୍ତନ ବିଶ୍ୱ ଶାନ୍ତି ପାଇଁ ଆୟୋଜନ କରାଯାଉଛି । ଆସାମର ବରପେଟାଠାରେ ଥିବା କ୍ରିଷ୍ଣାଗୁରୁ ସେବାଶ୍ରମରେ କ୍ରିଷ୍ଣାଗୁରୁ ଏକନାମ ଅଖଣ୍ଡ କୀର୍ତ୍ତନ ଆୟୋଜନ କରାଯାଉଛି । ଏହି ଅବସରରେ ପ୍ରଧାନମନ୍ତ୍ରୀ କ୍ରିଷ୍ଣାଗୁରୁ ସେବାଶ୍ରମର ଶ୍ରଦ୍ଧାଳୁମାନଙ୍କୁ ସମ୍ବୋଧିତ କରିବେ ।