ଏହାକୁ ଦୃଷ୍ଟିରେ ରଖି ବାରାଣାସୀ ସହର ଭିତରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ବିଜେପି ପ୍ରାର୍ଥୀମାନଙ୍କୁ ଭୋଟଦେଇ ପୁଣିଥରେ ବିଜୟୀ କରିବାକୁ ସେ ଭୋଟର ମାନଙ୍କୁ ଅନୁରୋଧ କରିବେ । ଉତ୍ତରପ୍ରଦେଶରେ ସପ୍ତମ ତଥା ଶେଷ ପର୍ଯ୍ୟାୟ ମତଦାନ ମାର୍ଚ୍ଚ 7ତାରିଖରେ ଅନୁଷ୍ଠିତ ହେବ ।
ପ୍ରଧାନମନ୍ତ୍ରୀ ସାଧାରଣ ସଭାକୁ କରିବେ ସମର୍ଥନ, କର୍ମୀଙ୍କୁ ଦେବେ ବିଜୟ ମନ୍ତ୍ର

ଅର୍ଗସ ବ୍ୟୁରୋ: ଆଜି ଉତ୍ତରପ୍ରଦେଶ ବାରାଣାସୀରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ବିଶାଳ ରୋଡ୍ ସୋ । ସାଧାରଣ ସଭାକୁ କରିବେ ସମର୍ଥନ, କର୍ମୀଙ୍କୁ ଦେବେ ବିଜୟ ମନ୍ତ୍ର । ୟୁପିରେ ସପ୍ତମ ତଥା ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରଧାନମନ୍ତ୍ରୀ ମୋଦିଙ୍କ ଜୋରଦାର ପ୍ରଚାର ।
Download Argus News App
