ରାଧେଶ୍ୟାମ ଖେମକା(ମରଣୋତ୍ତର), ଜେନେରାଲ୍ ବିପିନ ରାଓ୍ୱତ(ମରଣୋତ୍ତର)ଙ୍କ ସମେତ ଅନେକ ତୃଣମୂଳ ସ୍ତରର ପ୍ରତିଭାବାନ ବ୍ୟକ୍ତି ପଦ୍ମ ପୁରସ୍କାରରେ ସମ୍ମାନିତ ହେବା ସମସ୍ତଙ୍କ ପାଇଁ ଗୌରବର ବିଷୟ । #PeoplesPadma ବାସ୍ତବରେ ଭାରତର ସ୍ୱତନ୍ତ୍ରତାକୁ ପ୍ରତିଫଳିତ କରୁଛି ।
ଆଜି ପଦ୍ମ ପୁରସ୍କାରରେ ସମ୍ମାନିତ ହୋଇଥିବା ଓଡ଼ିଶାର ଡା. ଗୁରୁପ୍ରସାଦ ମହାପାତ୍ର(ମରଣୋତ୍ତର)ଙ୍କ ପରିବାର, ଶ୍ରୀମଦ୍ ବାବା ବଳିଆ, ଡା. ଶ୍ୟାମାମଣି ଦେବୀ, ଶ୍ରୀ ନରସିଂହ ପ୍ରସାଦ ଗୁରୁ ଓ ଶ୍ରୀ ଆଦିତ୍ୟ ପ୍ରସାଦ ଦାସଙ୍କୁ ଅଭିନନ୍ଦନ । ସମସ୍ତେ ଓଡ଼ିଶା ଏବଂ ଭାରତ ପାଇଁ ଗର୍ବ ଓ ଗୌରବ।