ଅଧିକ ପଢନ୍ତୁ :ମାନସିକ ରୋଗରେ ଆକ୍ରାନ୍ତ ହଲିଉଡ ଆକ୍ଟ୍ରେସ ଅମାଣ୍ଡା ବାଇନ୍ସ
ଏନେଇ ସୋମବାର ହ୍ବାଇଟ୍ ହାଉସ ପକ୍ଷରୁ ସୂଚନା ଦିଆଯାଇଛି । ନିଶାଙ୍କୁ ଆମେରିକାର ଅନ୍ତର୍ଜାତୀୟ ବିକାଶ ଅର୍ଥ ଆୟୋଗରେ ଡେପୁଟି ସିଇଓ ଭାବେ ମନୋନୀତ କରାଯାଇଛି । ବାରାକ ଓବାମା ପ୍ରଶାସନ ସମୟରେ ଦକ୍ଷିଣ ଏବଂ ମଧ୍ୟ ଏସିଆ ପାଇଁ ସହକାରୀ ସଚିବ ଭାବରେ କାର୍ଯ୍ୟ କରି ଶ୍ରୀମତି ବିଶ୍ବାଳ ଆମେରିକାର ବୈଦେଶିକ ନୀତି, ବେସରକାରୀ କ୍ଷେତ୍ର ଏବଂ ଅନ୍ତର୍ଜାତୀୟ ବିକାଶ କାର୍ଯ୍ୟକ୍ରମରେ ବ୍ୟାପକ ଅଭିଜ୍ଞତା ହାସଲ କରିଛନ୍ତି । ନିଶା ଓଡ଼ିଆ ଯୁବକ ସୁବ୍ରତ ବିଶ୍ବାଳଙ୍କୁ ବିବାହ କରିଛନ୍ତି । ସେ ୨୦୧୫ରେ ଓଡ଼ିଶା ଆସିଥିଲେ ।