ଜୁଲାଇ 26 ରେ କାର୍ଗୀଲ ବିଜୟ ଦିବସର 22 ବର୍ଷ ପୂର୍ତ୍ତି । ତେବେ ଏହି ଅବସରରେ ରାଷ୍ଟ୍ରପତି ଲଦାଖର ଦ୍ରାସ ସ୍ଥିତ କାର୍ଗୀଲ ଯୁଦ୍ଧ ସ୍ମାରକୀରେ ଦେଶ ପାଇଁ ପ୍ରାଣବଳୀ ଦେଇଥିବା ସହିଦ ମାନଙ୍କୁ ଶ୍ରଦ୍ଧାଞ୍ଚଳି ଜଣାଇବେ । ଏହାପରେ ୨୭ ତାରିଖରେ ଶ୍ରୀନଗରସ୍ଥିତ କାଶ୍ମୀର ବିଶ୍ୱବିଦ୍ୟାଳୟର ୧୯ତମ ସମାବର୍ତ୍ତନ ଉତ୍ସବରେ ଯୋଗଦେବେ ରାଷ୍ଟ୍ରପତି ।