କମଲା ହାରିସଙ୍କ ସହ ଆଲୋଚନା ସମ୍ପର୍କରେ ପ୍ରଧାନମନ୍ତ୍ରୀ ଟ୍ବିଟ କରି ସୂଚନା ଦେବା ସହ ପ୍ରବାସୀ ଭାରତୀୟମାନଙ୍କର ଭାରତକୁ ସହଯୋଗକୁ ମଧ୍ୟ ପ୍ରଶଂସା କରିଛନ୍ତି । ମୋଦି କହିଛନ୍ତି, ଆମେରିକାର ଉପ ରାଷ୍ଟ୍ରପତିଙ୍କ ସହ ଭ୍ୟାକ୍ସିନ ସହଯୋଗ ସହିତ କୋଭିଡ ପରବର୍ତ୍ତୀ ପରିସ୍ଥିତିରେ ବିଶ୍ବର ସ୍ବାସ୍ଥ୍ୟ ତଥା ଆର୍ଥିକ ପୁନରୁତ୍ଥାନ ପାଇଁ ଉଭୟ ଦେଶ ମିଳିତ ଭାବେ କାମ କରିବେ ବୋଲି ଆଶା ବ୍ୟକ୍ତ କରିଛନ୍ତି।
କମଲା ହାରିସଙ୍କ ସହ କଥା ହେଲେ ମୋଦି, କରୋନା ସମେତ ଅନେକ ପ୍ରସଙ୍ଗ ଉପରେ ହେଲା ଆଲୋଚନା
କାଗଜ କଲମରେ ଜମିକୁ ଜଳସେଚନ କରି DMF ଟଙ୍କା ଚଳୁ
ଅର୍ଗସ ବ୍ୟୁରୋ : ମହାନଦୀ କୂଳରେ ମହୁଲପାଲି ପ୍ରକଳ୍ପ ପାଇଁ DMFରୁ ଖର୍ଚ୍ଚ ହୋଇଛି ୨୫ କୋଟି ୩୪ ଲକ୍ଷ ୩୮ ହଜାର ଟଙ୍କା। ଏହି ପ୍ରକଳ୍ପ ଦ୍ଵାରା ୨୦୧୯ ଖରିଫରେ ୧୨୦୦ ହେକ୍ଟର ଜମି ଜଳସେଚିତ ହୋଇଛି ବୋଲି ସରକାର ବିଧାନସଭାରେ କହିଛନ୍ତି। ଏଠି ଲାଗିଥିବା ଫଳକରେ ବି ସେଇ ଏକା ତଥ୍ୟ। ଫରକ୍ ଏତିକି ଯେ ବିଧାନସଭାରେ ଜଳସମ୍ପଦ ମନ୍ତ୍ରୀ କହିଛନ୍ତି ଏଥିପାଇଁ ଖର୍ଚ୍ଚ ହୋଇଛି ୨
Download Argus News App
