ଏହାପରେ ପ୍ରଧାନମନ୍ତ୍ରୀ ନାଭସାରୀ ଠାରେ ଏ.ଏମ ନାଏକ ହେଲଥ କେୟାର କମ୍ପଲେକ୍ସ ଏବଂ ନିରାଲୀ ମଲ୍ଟି ସ୍ପେସିଆଲିଟି ହସ୍ପିଟାଲକୁ ଉଦଘାଟନ କରିବାର ମଧ୍ୟ କାର୍ଯ୍ୟକ୍ରମ ରହିଛି । ସେ ହେଲଥ କେୟାର କମ୍ପେ୍ଲକ୍ସରେ ଆୟୋଜିତ ଏକ ସାଧାରଣ କାର୍ଯ୍ୟକ୍ରମରେ ମଧ୍ୟ ଯୋଗଦେବେ, ଯେଉଁଠାରେ ସେ ଭର୍ଚ୍ଚୁଆଲରେ ଖାରେଲ ଶିକ୍ଷା ସୌଧର ଉଦଘାଟନ କରିବେ । ଶେଷରେ ପିଏମ ମୋଦି ଅହମ୍ମଦାବାଦର ବୋପାଲରେ ଭାରତୀୟ ଜାତୀୟ ମହାକାଶ ପ୍ରୋତ୍ସାହନ ଏବଂ ପ୍ରାଧିକରଣ କେନ୍ଦ୍ରର ମୁଖ୍ୟାଳୟକୁ ଉଦଘାଟନ କରିବେ । ଏହି କାର୍ଯ୍ୟକ୍ରମରେ IN-SPACE ଏବଂ ମହାକାଶ ପ୍ରୟୋଗ ଏବଂ ସେବା କ୍ଷେତ୍ରରେ କାର୍ଯ୍ୟ କରୁଥିବା ଘରୋଇ କ୍ଷେତ୍ର କମ୍ପାନୀଗୁଡିକ ମଧ୍ୟରେ ଏମଓୟୁର ସାକ୍ଷୀ ହେବ ।
ଆଜି ଗୁଜୁରାଟରେ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ
ଅର୍ଗସ ବ୍ୟୁରୋ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗୁଜୁରାଟ ଗସ୍ତ । ଏହି ଗସ୍ତ ଅବସରରେ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦଘାଟନ ଏବଂ ଭିତ୍ତିପ୍ରସ୍ତର ସ୍ଥାପନ କରିବେ ପିଏମ ମୋଦି । ପ୍ରଥମେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ନାଭସାରୀରେ ‘ଗୁଜୁରାଟ ଗୌରବ ଅଭିଯାନ୍ର 3500 କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ଏକାଧିକ ବିକାଶମୂଳକ କାର୍ଯ୍ୟର ଶୁଭାରମ୍ଭ କରାଯିବ । ଯେଉଁଥିରେ ୭ଟି ପ୍ରକଳ୍ପର ଉଦଘାଟନ, ୧୨ ଟି ପ୍ରକଳ୍ପ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ ଏବଂ ୧୪ ଟି ପ୍ରକଳ୍ପର ଭୂମି ପୂଜନ ରହିଛି ।
ତିନୋଟି କମିଟି ଗଠନ କରିଛି କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟ

ଅର୍ଗସ ବ୍ୟୁରୋ: ନୂଆ ପାର୍ଲାମେଣ୍ଟ ବିଲ୍ଡିଂରେ ରହିବ ଭାରତୀୟ ସ୍ଥାପତ୍ୟର ଚିତ୍ରଣ। କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟ ନୂତନ ପାର୍ଲାମେଣ୍ଟ ବିଲ୍ଡିଂ ଭିତରର ସାଜସଜ୍ଜା ଯୋଜନା କରିବା ପାଇଁ ତିନୋଟି କମିଟି ଗଠନ କରିଛି। ଯେଉଁଥିରେ ଭାରତୀୟ ସ୍ଥାପତ୍ୟର ଚିତ୍ରଣ, ଚିତ୍ରକଳା, କାନ୍ଥ କଳା ଏବଂ ଲେଖା ଅନ୍ତର୍ଭୁକ୍ତ ହେବ। ପ୍ରବେଶ ପଥରେ ଏକ ସ୍ୱାକ୍ଷର ପ୍ରତିମୂର୍ତ୍ତି, ଏ
Download Argus News App
