ଅଧିକ ପଢନ୍ତୁ : ଜଳୁଛି ପାକିସ୍ତାନ, ମୁହାଁମୁହିଁ ପିଟିଆଇ ବିରୋଧୀ ଓ ସମର୍ଥକ
ଏହାପରେ ଇସଲାମାବାଦରେ ହିଂସା ଘଟାଇଛନ୍ତି ଇମ୍ରାନଙ୍କ ସମର୍ଥକ । ବିଭିନ୍ନ ସ୍ଥାନରେ ଭଙ୍ଗାରୁଜା ଓ ପୋଡାଜଳା କରିଛନ୍ତି ଇମ୍ରାନ ସମର୍ଥକ । ଏହାକୁ ଦୃଷ୍ଟିରେ ରଖି ଟ୍ୱିଟର, ଫେସବୁକ୍ ଏବଂ ୟୁଟ୍ୟୁବ୍ ବନ୍ଦ କରାଯାଇଛି । ଏଥି ସହିତ ମୋବାଇଲ ଓ ଇଣ୍ଟରନେଟ ସେବା ବନ୍ଦ କରିଦିଆଯାଇଛି । ପାକିସ୍ତାନରେ ସ୍କୁଲ ବନ୍ଦ ସହ ପରୀକ୍ଷାକୁ ରଦ୍ଦ ଘୋଷଣା କରାଯାଇଛି ।