ଗତ ସୋମବାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ ଚରଣଜିତ ସିଂହ ଚନ୍ନୀ । ପଞ୍ଜାବ ମୁଖ୍ୟମନ୍ତ୍ରୀ ପଦରୁ କ୍ୟାପଟେନ୍ ଅମରିନ୍ଦର ସିଂହ ଇସ୍ତଫା ଦେବା ପରେ ତାଙ୍କ ସ୍ଥାନ ଗ୍ରହଣ କରିଥିଲେ ଚନ୍ନୀ ।
ଆସନ୍ତାକାଲି ପଞ୍ଜାବରେ ଶପଥ ନେବ ନୂଆ ମନ୍ତ୍ରୀମଣ୍ଡଳ

ନୂଆଦିଲ୍ଲୀ: ଆସନ୍ତାକାଲି ପଞ୍ଜାବରେ ଶପଥ ନେବ ନୂଆ ମନ୍ତ୍ରୀମଣ୍ଡଳ। ଏନେଇ କଂଗ୍ରେସ ହାଇକମାଣ୍ଡଙ୍କ ସହ ଆଲୋଚନା ପରେ ପଞ୍ଜାବ ମନ୍ତ୍ରିମଣ୍ଡଳ ତାଲିକା ଚୂଡାନ୍ତ ହୋଇଛି । ମୁଖ୍ୟମନ୍ତ୍ରୀ ଚରଣଜିତ ସିଂହ ଚନ୍ନୀ କହିଛନ୍ତି ଯେ ଏ ସମ୍ପର୍କରେ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ସହ ଏନେଇ ଆଲୋଚନା କରିବା ପରେ ନିଷ୍ପତି ଚୂଡାନ୍ତ ହୋଇଛି ।
Download Argus News App
