ଏହି ଉତ୍ସବରେ ରାଜ୍ୟର କୌଣସି ଭିଭିଆଇପି ସାମିଲ ହୋଇନଥିଲେ । ତେବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା AAP ମୁଖ୍ୟ ଅରବିନ୍ଦ କେଜରିଓ୍ୱାଲ ଏହି ଉତ୍ସବରେ ସାମିଲ ହୋଇଥିଲେ ।
Bhagwant Mann sworn-in as the Chief Minister of Punjab, in Khatkar Kalan. pic.twitter.com/mrRVRNX9ab — ANI (@ANI) March 16, 2022
ଭଗବତ ମାନ୍ ତାଙ୍କ ଶପଥ ଗ୍ରହଣ ପାଇଁ ଡ୍ରେସ୍ କୋଡ୍ ହଳଦିଆ ରଙ୍ଗର ଥିଲା । ଏଥିରେ ପୁରୁଷମାନେ ହଳଦିଆ ପଗଡି ପିନ୍ଧିଥିବା ସଂ ମହିଳାମାନେ ହଳଦିଆ ଶାଢୀ ପିନ୍ଧିଥିବାର ନଜର ଆସିଛି। କେବଳ ସେତିକି ନୁହେଁ, ସ୍ଥାନଟିର ପେଣ୍ଡାଲକୁ ମଧ୍ୟ ହଳଦିଆ ରଙ୍ଗରେ ସଜାଯାଇଛି ।