ଷ୍ଟାର ପ୍ଲେୟର୍ ନେମାର ବ୍ରାଜିଲ୍ ପାଇଁ ସର୍ବାଧିକ ଗୋଲ୍ ସ୍କୋରର ଭାବେ ପେଲେଙ୍କ ସମକକ୍ଷ ହୋଇଛନ୍ତି। ଅନ୍ୟପଟେ ନେଦରଲ୍ୟାଣ୍ଡକୁ ପେନାଲ୍ଟି ସୁଟ୍ ଆଉଟରେ ହରେଇ ଦ୍ବିତୀୟ ଦଳ ଭାବେ ସେମି ଫାଇନାଲରେ ପ୍ରବେଶ କରିଛି ଅର୍ଜେଣ୍ଟିନା । ବିଶ୍ବକପ ଇତିହାସରେ ମେସି 10 ଗୋଲ କରିବା ସହ ବିଶ୍ବ ରେକର୍ଡ କରିଛନ୍ତି ।
ଖେଳ ଖବର ଆହୁରି ପଢନ୍ତୁ