Be the first to know any news. You will get latest stories and video updates through the day. You can turn them off anytime.
To view this video please enable JavaScript, and consider upgrading to a web browser that supports HTML5 video
ସୋନପୁରରେ ସ୍ବରାଷ୍ଟ୍ର ମନ୍ତ୍ରୀ ଶାହ: ଭାଷଣ ଆରମ୍ଭରୁ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ
ସୋନପୁରରେ ବିଜେଡି ଶାସନ ବିରୋଧରେ ଶାହଙ୍କ ରଣ ହୁଙ୍କାର
ସୋନପୁରରେ ବିଜେଡି ଶାସନ ବିରୋଧରେ ଶାହଙ୍କ ରଣ ହୁଙ୍କାର କହିଲେ ଓଡ଼ିଶାରୁ ଓପାଡି ଫିଙ୍ଗିଦିଅ ନବୀନ ସରକାର ଓଡ଼ିଶାରେ ଅଫିସରଙ୍କ ମାଧ୍ୟମରେ ଚାଲିଛି ଭୟଙ୍କର ଭ୍ରଷ୍ଟାଚାର ଓଡ଼ିଆ ଭାଷା, ସଂସ୍କୃତି, ଗୌରବକୁ ଦୂରେଇ ରଖିବାର ହୋଇଛି ପ୍ରୟାସ ଓଡ଼ିଶାରୁ ବିଜେପିକୁ 20 ଲୋକସଭା ଆସନ ଜିତାଇବାକୁ ଶାହଙ୍କ ଆହ୍ବାନ୍ ମୋଦିଙ୍କ ନେତୃତ୍ବରେ ଡବଲ ଇଞ୍ଜିନ ସରକାର ପାଇଁ କଲ
ମଧୁମେହ ଏଵଂ ଓଜନ କୁ ନିୟନ୍ତ୍ରଣରେ ରଖିଵ ଆଳସି ମଞ୍ଜି
ଅର୍ଗସ ବ୍ୟୁରୋ: ମଧୁମେହ ଏଵଂ ଓଜନ କୁ ନିୟନ୍ତ୍ରଣ କରିବାରେ ଲାଭଦାୟକ ଏହି ଆଳସି ମଞ୍ଜି । ଏହାକୁ କିପରି ବ୍ୟବହାର କରିବେ ଜାଣନ୍ତି ରକ୍ତ ଶର୍କରା ସ୍ତରକୁ ନିୟନ୍ତ୍ରଣ କରିବାରେ ଆଳସି ମଞ୍ଜି ବହୁତ ଲାଭ ହୋଇଥାଏ । ଏଥିରେ ପ୍ରଚୁର ଫାଇବର ଥାଏ ଯାହାକି ଆପଣଙ୍କ ରକ୍ତରେ ଶର୍କରା ସ୍ତର ବଢାଇଵ ନାହିଁ ଏବଂ ରକ୍ତରେ ଶର୍କରା ନିୟନ୍ତ୍ରଣରେ ସାହାଯ୍ୟ କରିବ ।ଵର୍ତ୍ତମାନ ସମୟରେ ମଧୁମେହ ଦେ