Headlines 6Pm
ଅର୍ଗସ ନ୍ୟୁଜ: ନକ୍ସଲଙ୍କ କବଳରୁ କମାଣ୍ଡୋଙ୍କୁ ମୁକ୍ତ ମିଳିଛି। କୋବ୍ରା କମାଣ୍ଡୋ ରାକେଶ୍ୱର ସିଂହ ମନହାସ ମୁକ୍ତ ହୋଇଛି। ଅପରାହ୍ନରୁ ତାଙ୍କୁ ଛାଡି ଦେଇଥିବାର ସୂଚନା ମିଳିଛି।
ଅପହରଣର 6 ଦିନ ପରେ ନକ୍ସଲ ତାଙ୍କୁ ଛାଡି ଦେଇଛନ୍ତି। ଏ ନେଇ ବିଜାପୁର ଏସପି ସୂଚନା ଦେଇଛନ୍ତି। ସେ ସମ୍ପୂର୍ଣ୍ଣ ସୁସ୍ଥ ହୋଇଛନ୍ତି।