देवतुल्य राष्ट्रऋषि श्री @narendramodi जी देश के लिए भगवान के वरदान हैं, आपसे योग,आयुर्वेद,स्वदेशी शिक्षा व स्वदेशी चिकित्सा से आत्मनिर्भर भारत के संदर्भ में संवाद एवं प्रेरणा पाकर के अभिभूत हैं. pic.twitter.com/IUcSxY9ykr — स्वामी रामदेव (@yogrishiramdev) May 20, 2022
ବୈଠକ ପରେ ବାବା ରାମଦେବ ଟ୍ୱିଟ କରି ଲେଖିଛନ୍ତି ଯେ ଦେବତୁଲ୍ୟ ରାଷ୍ଟ୍ର ଋଷି ମୋଦି, ଦେଶ ପାଇଁ ଭଗବାନଙ୍କ ବରଦାନ। ଯୋଗ, ଆୟୁର୍ବେଦ, ସ୍ୱଦେଶୀ ଶିକ୍ଷା ଏବଂ ସ୍ୱଦେଶୀ ଭାରତ ପ୍ରସଙ୍ଗରେ ସ୍ୱଦେଶୀ ଔଷଧ ବିଷୟରେ ଆପଣଙ୍କଠାରୁ ପ୍ରେରଣା ପାଇଥିବାରୁ ମୁଁ ଆତ୍ମହରା ହୋଇଛି ।
ଏଥିସହିତ ସ୍ୱାମୀ ରାମଦେବ ପ୍ରଧାନମନ୍ତ୍ରୀଙ୍କ ସହ ସାକ୍ଷାତ ସମୟରେ ହସୁଥିବା ଏକ ଚିତ୍ର ମଧ୍ୟ ପୋଷ୍ଟ କରିଛନ୍ତି। ସୋସିଆଲ ମିଡିଆରେ ୟୁଜର୍ସମାନେ ଏହାକୁ ପସନ୍ଦ କରିଛନ୍ତି।