ସେହିପରି ରାମ ଯେତେବେଳେ ରାବଣଙ୍କୁ ମାରି ଅଯୋଧ୍ୟା ଫେରିଲେ ସେତେବେଳେ ସେ ସରୋଜରେ ସର୍ବ ପ୍ରଥମେ ସ୍ନାନ କରି ଗୋପୂଜନ କରିଥିଲେ। ସରୋଜ ନଦୀରେ ସେଥିପାଇଁ ଆଜିର ଦିନରେ ବୁଡ଼ ପକେଇ ବାକୁ ହଜାର ହଜାର ଭକ୍ତ ଆସିଛନ୍ତି।
ଅଧିକ ଭାରତ ଖବର ପଢ଼ନ୍ତୁ
ଅର୍ଗସ ବ୍ୟୁରୋ: ପବିତ୍ର ରାମ ନବମୀ ପାଇଁ ଉତ୍ସବ ମୁଖର ଅଯୋଧ୍ୟା । ଏହି ଅବସରରେ ରାମ ଜନ୍ମଭୂମି ଅଯୋଧ୍ୟାରେ ଦେଖିବାକୁ ମିଳିଛି ଶ୍ରଦ୍ଧାଳୁଙ୍କ ସମାଗମ। ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ସରଜୁ ନଦୀରେ ସ୍ନାନ କରିବା ସହ ପ୍ରଭୁ ଶ୍ରୀରାମଙ୍କ ଦର୍ଶନ କରୁଛନ୍ତି। ବିଶ୍ୱାସ ରହିଛି ରାମ ନବମୀରେ ବୁଡ଼ ପକେଇ ଗୋ ପୂଜନ କରିଲେ ପାପ କ୍ଷୟ ହୁଏ। ରାଜା ବିକ୍ରମାଦିତ୍ୟ ଯେତେବେଳେ ଆସି ସରୋଜ ନଦୀ କୂଳରେ ବସିଥିଲେ ବ୍ରହ୍ମା ଏବଂ ନାରଦଙ୍କ ପରମର୍ଶରେ ସରୋଜରେ ସ୍ନାନ କରିଥିଲେ। ସ୍ନାନ କରି ସେ ଗୋରା ପଡିଯାଇ ଥିଲେ।
ସେହିପରି ରାମ ଯେତେବେଳେ ରାବଣଙ୍କୁ ମାରି ଅଯୋଧ୍ୟା ଫେରିଲେ ସେତେବେଳେ ସେ ସରୋଜରେ ସର୍ବ ପ୍ରଥମେ ସ୍ନାନ କରି ଗୋପୂଜନ କରିଥିଲେ। ସରୋଜ ନଦୀରେ ସେଥିପାଇଁ ଆଜିର ଦିନରେ ବୁଡ଼ ପକେଇ ବାକୁ ହଜାର ହଜାର ଭକ୍ତ ଆସିଛନ୍ତି।
ଅଧିକ ଭାରତ ଖବର ପଢ଼ନ୍ତୁ