ଆରବିଆଇର ମନିଟାରି ପୋଲିସ କମିଟି ବୈଠକ ପରେ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଏହା ଘୋଷଣା କରିଛନ୍ତି।
#WATCH | RBI Governor Shaktikanta Das says, "...It is now proposed to expand the scope and reach of e-RUPI vouchers by permitting non-bank prepaid payment instruments issuers to issue e-RUPI vouchers..." pic.twitter.com/kmO4WYx4bw — ANI (@ANI) June 8, 2023
ଏହାସହିତ ୨୦୨୪ ଆର୍ଥିକ ବର୍ଷରେ ଜିଡିପି ଅଭିବୃଦ୍ଧି ହାର ୬.୫ ପ୍ରତିଶତ ରହିବ ବୋଲି ସେ ଆକଳନ କରିଛନ୍ତି। ବର୍ତ୍ତମାନ ବିଦେଶୀ ମୁଦ୍ରା ଭଣ୍ଡାର ସ୍ଥିତି ଠିକ ରହିଛି। ଗତ ବୈଠକରେ ମଧ୍ୟ ଆରବିଆର ସୁଧ ହାର ଅପରିବର୍ତ୍ତିତ ରହିଥିଲା।
ଅଧିକ ପଢ଼ନ୍ତୁ ବାଣିଜ୍ୟ ଖବର