ତ୍ରେତାଯୁଗରେ ମର୍ଯ୍ୟାଦା ପୁରୋଷୋତ୍ତମ ରାମଙ୍କ ରାଜୁତି କାଳରେ ଏହି ସହର ସାନଭାଇ ଲକ୍ଷଣଙ୍କ ନାମରେ ନାମିତ ହୋଇଥିଲା। ପରେ ମୋଗଲ ଶାସନକାଳରେ ଏହାର ନାମ ପରିବର୍ତ୍ତନ କରିଦିଆଯାଇଥିଲା। ତେଣୁ ପୁଣିଥରେ ଲକ୍ଷ୍ନୌର ନାମ ପରିବର୍ତ୍ତନ କରାଯାଇ ଲକ୍ଷ୍ମଣପୁର କରାଯାଉ ବୋଲି ସେ କେନ୍ଦ୍ର ଗୃହମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି।
ଅଧିକ ଭାରତ ନ୍ୟୂଜ଼ ପଢନ୍ତୁ