ନିକଟରେ ଜଣେ ବୃତ୍ତିଗତ ଗାୟିକା ଭାବେ ବାଣୀ ସଙ୍ଗୀତଜଗତର ୫୦ବର୍ଷ ପୂରଣ କରିଥିଲେ। ସେ ତାଙ୍କ କ୍ୟାରିୟରରେ ୧୦,୦୦୦ରୁ ଅଧିକ ଗୀତ ରେକର୍ଡ କରିଥିଲେ। ବାଣୀ ଆର୍ଡି ବର୍ମନ, କେ.ଭି. ମହାଦେବନ, ଓପି ନାୟାର ଏବଂ ମଦନ ମୋହନଙ୍କ ସମେତ ଅନେକ ପ୍ରସିଦ୍ଧ ସଙ୍ଗୀତକାରଙ୍କ ସହ କାମ କରିଥିଲେ।
ବାଣୀ ତାମିଲ, ତେଲୁଗୁ, କନ୍ନଡ, ମାଲାୟାଲାମ, ହିନ୍ଦୀ, ଉର୍ଦ୍ଦୁ, ମରାଠୀ, ବଙ୍ଗାଳୀ, ଭୋଜପୁରୀ ଏବଂ ଓଡ଼ିଆ ଭାଷାରେ ଅନେକ ଗିତ ଗାଇଥିଲେ। ତାଙ୍କୁ ତାମିଲନାଡ଼ୁ, ମହାରାଷ୍ଟ୍ର, ଆନ୍ଧ୍ରପ୍ରଦେଶ, କେରଳ, ଗୁଜରାଟ ଏବଂ ଓଡ଼ିଶା ପକ୍ଷରୁ ରାଜ୍ୟ ପୁରସ୍କାରରେ ସମ୍ମାନିତ କରାଯାଇଥିଲା।
ମନୋରଂଞ୍ଜନ ଖବର ଆହୁରି ପଢନ୍ତୁ