ଖବର ପାଇ ବହୁ ସାହିତ୍ୟିକ, ରାଜନେତା ଓ ବୁଦ୍ଧିଜୀବୀ କଟକ ବଡ ମେଡିକାଲ ସମେତ ତାଙ୍କ ବାସ ଭବନରେ ପହଂଚି ତାଙ୍କର ଶେଷ ଦର୍ଶନ କରିଥିଲେ । ଶ୍ରୀଯୁକ୍ତ ଗାନ୍ଧି ଅନେକ ସମ୍ମାନର ଅଧିକାରୀ ଥିଲେ । କବି ସଚ୍ଚି ରାଉତରାୟ ସମ୍ମାନ, ଫକୀରମୋହନ ସାହିତ୍ୟ ସମ୍ମାନରେ ବି ସେ ସମ୍ମାନିତ ହୋଇଥିଲେ । ଆଜି ରାତିରେ ତାଙ୍କୁ କଦମ ଏ ରସୁଲଠାରେ କବର ଦିଆଯିବ ବୋଲି ପରିବାର ଲୋକ କହିଛନ୍ତି ।
ଭାରତ ଖବର ଆହୁରି ପଢ଼ନ୍ତୁ ।